
ଢେଙ୍କାନାଳ ସୈାଦାମିନି ସ୍କୁଲ ନିକଟରୁ ସକାଳ ୫.୪୦ ଘଟିକା ସମୟରେ ୩୫ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୩୫୦୦୦୦/- ଜବତ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ରାଉତ ୫୪ ବର୍ଷ ପିତା ଭୋଳେଶ୍ବର ରାଉତ ବାଜିଚୈକ , ଢେଙ୍କାନାଳ ଙ୍କୁ ଆଜି ଢେଙ୍କାନାଳ ଅବକାରୀ ବିଭାଗର ୧୨ ଜଣିଆ ଟିମ୍ ଧରିଥିଲେ ।
ଜବତ ବ୍ରାଉନ ସୁଗାର ମୂଲ୍ୟ ୩ଲକ୍ଷ ୫୦ ହଜାର ଟଙ୍କା ହେବ । ଅଭିଯୁକ୍ତ କୁ ଅବକାରୀ ଜେଲ ର ରଖାଯାଇଛି । ଏହି ଚଢାଉ ରେ ଇନ୍ସପେକ୍ଟର ସତିକି ବେସନ୍, ଆସିଷ୍ଟାଣ୍ଡ ଇନିସ୍ପେକ୍ଟର ଛାୟାକାନ୍ତ ନାୟକ ଓ ସମିର ମାହାଳିକ , କନେଷ୍ଟବଲ ଲିଟୁ ବିଶ୍ବାଳ ସୁଜିତ ନାୟକ,ବନିତା ବେହେରା,ସହଦେବ ସାମଲ, ଆଲୋକ କୁମାର ଜେନା,ଦିପକ କୁମାର ମାଝି,ପ୍ରସାନ୍ତ କୁମାର ରାଉତ ଓ ସତ୍ୟବ୍ରତ ମାହାଳିକ ଓ ଏସ୍.ଆଇ ଲକ୍ଷେ ସାଧବ ପ୍ରଧାନ ଉପସ୍ଥିତ ଥିଲେ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-18-scaled.jpg)
