(କୁକୁର ମାଙ୍କଡ଼ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ କ୍ରୀଡା | ଦର୍ଶକ ବିମୋହିତ )
ଜଗତସିଂହପୁର
ତା =24/6/23
ହଁ ଦର୍ଶକ ବନ୍ଧୁ | କଳିର କାଲିମା ରେ ପଥଭ୍ରଷ୍ଟ ମାନବ ସମାଜ | ଏଠି ସ୍ୱାର୍ଥ ପାଇଁ ଭାଇ ଭାଇ ମଧ୍ୟ୍ୟ ରେ ଶତ୍ରୁତା | ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିଶ୍ୱାସ ଘାତକତା ଚରମ ସୀମା ଲଙ୍ଘିଥିବା ବେଳେ ଏବେ ମାଙ୍କଡ଼, କୁକୁର ମଧ୍ୟ୍ୟ ରେ ଅନାବିଳ ବାଛଲ୍ୟ ପ୍ରେମ ଦୁଇ ନୟନ ରେ କେହି ନଦେଖିଲେ ବିଶ୍ୱାସ କରିବେନି | ହେଲେ ଘଟଣା ଟି ନିଚ୍ଛୁକ ସତ୍ୟ | ଏଭଳି ଅଭାବନୀୟ ଘଟଣା ଟି ଦୈନଦିନ ଦେଖିବାକୁ ମିଳିଛି ମୁଦୁପୁର ପଞ୍ଚାୟତ ସିଦ୍ଧଳ ହରିହାଟ ଛକରେ | ଏହି ଛକରେ ଥିବା ଏକ ଛୋଟ ହନୁ ମାଙ୍କଡ଼ କୁକୁର ସହିତ ବନ୍ଧୁତ୍ୱ ସ୍ଥାପନ କରିଛି | ଦୁହେଁ ଙ୍କ ମଧ୍ୟ୍ୟ ରେ ଥିବା ସେହ୍ନ ମମତା ଦର୍ଶକ ଙ୍କୁ ବିମୋହିତ କରିଛି | ଯାହାକୁ ଦେଖିବାକୁ ଦର୍ଶକ ଙ୍କ ଭିଡ଼ ଜମିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ










