ମହିଳା ରଥ ଟାଣିଲେ ତେଣୁ ପ୍ରଶାସନକୁ ଧନ୍ୟବାଦ :

ମହିଳା ରଥ ଟାଣିଲେ ତେଣୁ ପ୍ରଶାସନକୁ ଧନ୍ୟବାଦ :

କେନ୍ଦୁଝର ରଥଯାତ୍ରାରେ ପୁରୀ ପରି ଘଣ୍ଟ ଧ୍ଵନୀ ନିନାଦିତ ହେଉ ଶ୍ରୀ ଜଗନ୍ନାଥ ସ୍ଵୟଂ ସମ୍ପୂର୍ଣ ଏକ ସ୍ଵତନ୍ତ୍ର ସଂସ୍କୃତିର ବାର୍ତ୍ତାବହ। ପ୍ରଭୁଙ୍କ ନୀତିକାନ୍ତି ଅଲଗା ଅନ୍ୟର ଅନୁକରଣ ନୁହେଁ । ଜଗନ୍ନାଥଙ୍କ ଭୋଗରେ ଆଳୁ ବିଲାତି ପଡ଼ିବନି ଶ୍ରୀମନ୍ଦିରରେ ଶଙ୍ଖ ବାଜିବନି। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ସ୍ଵତନ୍ତ୍ର ଶୈଳୀରେ ଘଣ୍ଟ ବାଦନ ହେବ ସେଲାଗି ପ୍ରଶିକ୍ଷିତ ଘଣ୍ଟୁଆ ସେବକ ଅଛନ୍ତି। ଭାରତର ଶେଷ ହିନ୍ଦୁ ନରପତି ମୁକୁନ୍ଦ ଦେବ ସ୍ବତନ୍ତ୍ର ଭାବେ ଏହି ସେବକଙ୍କୁ କଟକ ଟାଙ୍ଗୀ ଭଟିମୁଣ୍ଡାରୁ ନିମନ୍ତ୍ରିତ କରି ନେଇଥିଲେ । ଆଜିବି ସେମାନେ ପରିବାରରୁ ପାଳିକରି ପୁରୀ ରଥଯାତ୍ରା ବେଳେ ଘଣ୍ଟ ସେବା ଦେଇ ଆସୁଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହି ପବିତ୍ର ଘଣ୍ଟ ବାଦନ ଧ୍ଵନୀ ଭକ୍ତି ଭାବନାରେ ଉନ୍ମାଦିତ କରେ । କୋଳାହଳମୟ ପରିବେଶକୁ ଘଣ୍ଟ ଧ୍ଵନୀ ପ୍ରଶମିତ କରେ। ଘଣ୍ଟ ବାଦନର ସ୍ବତନ୍ତ୍ର ଶୈଳୀ ରହିଛି ବିଭିନ୍ନ ଢ଼ଙ୍ଗରେ ତାଳ ଲୟରେ ବଜା ଯାଇ ଥାଏ। ସେଲାଗି ଆଖଡାରେ ଅଭ୍ୟାସ କରିବାକୁ ହୁଏ। ଘଣ୍ଟ ବାଦ୍ୟ ବୀର ବାଦ୍ୟ ଯୁଦ୍ଧ ଘୋଷଣା ଅଭିଯାନ ଯାତ୍ରା ବେଳେ ଏହାର ଶବ୍ଦ ସାଙ୍କେତିକ ବାର୍ତ୍ତା ଉଦଘୋଷଣ କରେ। ପୁରୀ ଶ୍ରୀ ମନ୍ଦିରରେ ପ୍ରତିଦିନ ଘଣ୍ଟ ବଜେଇବା ଅଲଗା ସେବା ହେଲେ ରଥଯାତ୍ରା ବେଳେ ତାହା ସ୍ବତନ୍ତ୍ର। ଘଣ୍ଟୁଆ ସେବକ ସ୍ବତନ୍ତ୍ର ଶୈଳୀରେ ଘଣ୍ଟ ବାଦନ କରିବା ସହ ରଥ ଉପରେ ଓ ତଳେ ରଥ ସାମ୍ନାରେ ଦଳବଦ୍ଧ ଭାବେ ରହି ରଥକୁ ଅଭିଯାନରେ ଆଗେଇ ନିଅନ୍ତି। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସତ୍ୟ ଧର୍ମ ନ୍ୟାୟ ଲାଗି ଜଗତ ଉଦ୍ଧାର ପାଇଁ ଏମାନେ ସାକ୍ଷୀ ରହି ବାଟ କଢ଼େଇ ନିଅନ୍ତି। କର୍ଡ଼ନ ଦଉଡି଼ ବାହାରେ ସାମ୍ନାରେ ଘଣ୍ଟ ବଜେଇ ଭକ୍ତଙ୍କୁ ସେମାନେ ରଥ ସାମ୍ନାରୁ ଅଲଗା କରି ପଥ ପରିଷ୍କାର କରନ୍ତି ତେଣୁ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଦଳାଚକଟା ନାହିଁ। ତେବେ ଜଣେ ସେବାୟତ ପରିବାରର ଝିଅ ହୋଇ ଥିବାରୁ ଗଲା ଥର କେନ୍ଦୁଝର ସହରର ଶ୍ରୀମତୀ ପ୍ରାଚୀବାଳା ସାହୁ ରଥ ଯାତ୍ରା ବେଳେ ମହିଳାଙ୍କ ଲାଗି ରଥ ଟାଣିବାକୁ ବ୍ୟବସ୍ଥା କରିବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଲିଖିତ ଦେଇ ନିଜ ତର୍କ ଉପସ୍ଥାପନ କରିଥିଲେ। ଶ୍ରୀ ବଳଦେବ ଜୀଉଙ୍କ କୃପା ତଥା ସମସ୍ତଙ୍କ ସହଯୋଗରେ ଏଥର ମହିଳାମାନେ ଭଲରେ ରଥ ଟାଣିଲେ ନିଜେ ସେ ମଧ୍ୟ କିଛି ବାଟ ରଥ ଟାଣିଛନ୍ତି।ତେଣୁ ସେ ନିଜେ ଆସି ସଦର ଉପଜିଲ୍ଲାପାଳଙ୍କୁ ଏଥି ଲାଗି ବିଶେଷ ଧନ୍ୟବାଦ ଜଣାଇଥିଲେ ଆଉ ଏହି ଅବସରରେ ଆଉ ଏକ ଦରଖାସ୍ତ ମଧ୍ଯ ଦେଲେ । କଥା ହେଲା କେନ୍ଦୁଝରରେ ଏବେ ଘଣ୍ଟ ବାଜୁଛି ଚଳି ଯାଉଛି କାମ ହେଲେ ଆଗରୁ ପୁରୀ ପରି ଘଣ୍ଟୁଆ ସେବା ଏଠାରେ ଥିଲା। ତେଣୁ ବଡଦାଣ୍ଡ ଓ ବୀରବରପୁର କଂସାରି ସାହିରେ ଏହି ସେବାୟତ ପରିବାରମାନେ ରହିଛନ୍ତି। ଦରକାର ହେଲେ ବାହାରୁ ସେବାୟତ ଭାଇମାନେ ଆସି ଏଠାରେ ନିଃଶୁଳ୍କ ଜଗନ୍ନାଥ ଚେତନାର ବାର୍ତ୍ତା ବାଣ୍ଟିବେ କେନ୍ଦୁଝର ବଡଦାଣ୍ଡକୁ ପବିତ୍ର ଘଣ୍ଟ ଧ୍ଵନୀରେ ନିନାଦିତ କରି ପ୍ରକମ୍ପିତ କରିବେ।ଏଥିଲାଗି କେନ୍ଦୁଝର ପ୍ରଶାସନର ସହଯୋଗ ନିହାତି ଆବଶ୍ୟକ ଏହା ହେଲେ କେନ୍ଦୁଝର ରଥଯାତ୍ରା ଅଧିକ ଶୃଙ୍ଖଳିତ ହେବା ସହ ଖୁବ୍ ଭଲ ଲାଗନ୍ତା। ତେଣୁ ଉପଜିଲ୍ଲାପାଳ କେନ୍ଦୁଝର ଦେବୋତ୍ତର ଅଧିକାରୀ ଖୁବ ଖୁସିର ସହ ଏହି ଦରଖାସ୍ତ ଗ୍ରହଣ କରି ଥିଲେ କହିଲେ ଟିକେ ଆଗରୁ କହିଥିଲେ ବ୍ୟବସ୍ଥା ହେଇ ଯାଇ ଥାଆନ୍ତା। ତେବେ ଠିକ ଅଛି ଏଥର ପ୍ରସ୍ତାବ ରହିଲା ଆସନ୍ତା ବର୍ଷ ଭଲକି ହେଉ ସମସ୍ତଙ୍କ ଅପେକ୍ଷା ରହିଲା। ଶ୍ରୀମତୀ ସାହୁ କହିଛନ୍ତି ଯଥେଷ୍ଟ ପୂର୍ବରୁ ପ୍ରଶାସନ ଜଣେଇଲେ ବିଧିବଦ୍ଧ ଭାବେ ତାହାର ବ୍ୟବସ୍ଥା କରି କେନ୍ଦୁଝର ରଥଯାତ୍ରାରେ ଆହୁରି ଭକ୍ତିମୟ ପରିବେଶ ସୃଷ୍ଟି କରି ହେବ। ତେବେ ଦେଖିବା ପ୍ରଭୁଙ୍କ ଇଚ୍ଛା … ଜୟ ଜଗନ୍ନାଥ।।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech