

*ହାଇୱା ଗାଡ଼ି ଘର ଉପରକୁ ମାଡ଼ିଗଲା*
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ
*ରାଜନଗର ବ୍ଲକ କୃଷ୍ଣନଗର ଗ୍ରାମପଞ୍ଚାୟତ* ବାଘୁଆ ଗ୍ରାମର ନଦୀପାଖ ରାସ୍ତାରେ ଏକ *ହାଇବା ଗାଡି* ଘରଉପରକୁ ଚଢ଼ିଯିବା ଫଳରେ ଦୁଇ ଜଣ ମହିଳା ସାଶୁ ବୋହୁ ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ଭାବେ କଟକ ବଡ ମେଡିକାଲକୁ ସ୍ତାନାନ୍ତର ହୋଇ ଓ ବର୍ତ୍ତମାନ କଟକ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।
ଘଟଣା ଆଜି ସକାଳ ପ୍ରାୟ ପାଞ୍ଚଟା ସମୟ, ଆହତ ଦୁଇଜଣ ସୁନିଲ ଗିରି ଙ୍କ ସ୍ତ୍ରୀ *କଳ୍ପନା ଗିରି* ବୟସ 65 ,ବୋହୁ *ମନିଷା ଗିରି* ବୟସ 25 ,
*ରାଜନଗର ରୁ ସରୋଜ କୁମାର ସାହୁ* ଙ୍କ ସହିତ
ଜାଗ୍ରତ ଭାରତ ନ୍ୟୁଜ୍





