ବନ କର୍ମଚାରୀଙ୍କୁ ମିଳିଲା ବଳ
ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ।
ଆତ୍ମରକ୍ଷା ପାଇଁ ଗୁଳି କଲେ, ହୋଇପାରିବନି ତୁରନ୍ତ କାର୍ଯ୍ୟାନୁଷ୍ଠାନ।
ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ଫରେଷ୍ଟ ଗାର୍ଡ ଠାରୁ ଉପରସ୍ତର ପର୍ଯ୍ୟନ୍ତ ଅଧିକାରୀଙ୍କୁ ମିଳିଲା ସୁବିଧା।





