ଭିତରକନିକାରେ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଶେଷ
କେନ୍ଦ୍ରାପଡ଼ା ରାଜନଗର ଭିତରକନିକାରେ ଚାଲିଥିଲା ଗଣନା।
ଚଳିତବର୍ଷ ରାଜନଗର ବନଖଣ୍ଡରେ ୧୨୨ଟି ବସା ଚିହ୍ନଟ।
କନିକା ରେଞ୍ଜରେ ୧୦୭, ରାଜନଗରରେ ୧୨ଟି ଚିହ୍ନଟ।
ଗହୀରମଥା ରେଞ୍ଜରେ ୧, ମହାକାଳପଡ଼ାରେ ୨ଟି ଚିହ୍ନଟ।
ଏନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ।





