କେଇଟା ଟଙ୍କା ଲୁଭ କରି ନିଜର ଜନ୍ମ କଲା ଝିଅ କୁ ପର ହାତରେ ବିକ୍ରି କରିଦେଲା ମାଆ ହଁ ଦଶକ ବନ୍ଧୁ ଆପଣମାନେ ଜାଣି ଆପଣଙ୍କ ରୁମ୍ ଟାକୁରି ଉଠିବ ଏପରି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଅଞ୍ଚଳରେ
ସେଏ ପଟେ ସେଏ ପଟେ ତାର ସ୍ବାମୀ ବାହାର ରାଜ୍ୟକୁ କାମ କରିବା କୁ ଯାଇ ଥିବାବେଳେ ଏପଟେ ଏପଟେ ସ୍ତ୍ରୀ ବିକ୍ରି କରି ଚାଲି ଥିଲା ନିଜର ଜନ୍ମ କଲା ଝିଅ କୁ ବିକ୍ରି କରିଦେଇଥିବା ବେଳେ ସେପଟରୁ ବାହାର ରାଜ୍ୟ ରୁ ଘରକୁ ଆସି ଦେଖିବା ବେଳକୁ ୮ ମାସର କୁନି ଝିଅ କୁ ଘରେ ନ ପାଇଥିବାରୁ ବହୁତ ଜାଗାକୁ ଜାଇ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ ଯେ ନିଜର ସ୍ତ୍ରୀ ଖୁଣ୍ଟା ଥାନା ବିପ୍ରଚରଣପୁର ଅଂଚଳର ଯୁବତୀଙ୍କୁ ମାତ୍ର କେଇଟା ଟଙ୍କା ପାଇଁ ନିଜର ଜନ୍ମ କଲା ଝିଅ କୁ ବିକ୍ରି କରିଦେଇ ଥିବା ଖବର ସୁଣି ଏହାପରେ ଥାନାର ଦ୍ବାରସ୍ଥ ହୋଇଥିଲେ ପୋଲିସ୍ ଖବର ପାଇ ଘଟଣାର ଅଧିକ ତଦନ୍ତ କରି ଝିଅ କୁ କିଣିଥିବା ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁ କୁ ଗିରଫ କରିଛି ଏହା ସହିତ ଝିଅର ମାଆ ବିକ୍ରି କରି ଦେଇଥିବା ବେଳେ ମାଆ କୁ ମଧ୍ୟ ଥାନା କୁ ଆଣିବା ସହିତ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





