ଗୁରୁବାରୀ ଭତ୍ତାପାଇଁ ମୃତ୍ୟୁ, ମୃତ୍ୟୁର କ୍ରିୟା ସୁଦ୍ଧପାଇଁ ମଧ୍ୟ ମିଳି ପାରିଲା ନାହିଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା
ଗୋଲାମୁଣ୍ଡା /8/7/23/କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଗରୀବ ଲୋକଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରୁ ସହାୟତା ଯୋଗାଇ ଦିଆ ଯାଇ ଥାଏ ହେଲେ ବିଧବା ଗୁରୁବାରୀ ହଂସ(80)ସ୍ୱାମୀ,ସାନ୍ତ ହଂସ ଗ୍ରାମ ଫରଙ୍ଗ ଗ୍ରାମର ବିଧବା ଗରିବ ଵୃଦ୍ଧା ଥିଲେ, ବିଧବା ଭତ୍ତା ଓ ରାସନ ଚାଉଳରେ ଜୀବନ ଜାପନ କରୁଥିଲେ, ହେଲେ ଛଅ ମାସର ଭତ୍ତା ନ ମିଳିବାରୁ ହନ୍ତସନ୍ତ ହୋଇ ମୃତ୍ୟୁ ହେଲା ବୋଲି ତାଙ୍କର ପୁଅ ମକୁନ୍ଦ ହଂସ, ଅଇଁଳା ହଂସ, ଅକ୍ରୁର ହଂସ ପ୍ରମୁଖ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି, ପୁଣି ସରକାର ହରିଶ୍ଚନ୍ଦ୍ର ଯୋଜନାରୁ ଦଶାକ୍ରିୟା ପାଇଁ ଯାହା ସହାୟତା ମିଳେ ତାହା ବି ଫରଙ୍ଗ ପଞ୍ଚାୟତରେ ଜଣାଇଥିଲେ ମଧ୍ୟ ଏକ ମାସ ବିତିଗଲା ମିଳିଲା ନାହିଁ,ପୁଣି ଛାମାସର ଭତ୍ତା ଦେବୁ ବୋଲି ଆଧାର କାର୍ଡ ନେଲେ ତାହା ବି ଦେଲେ ନାହିଁ, ପ୍ରକାଶ ଥାଉକି ମାଆର ଦଶା କ୍ରିୟା ପାଇଁ ଧାର ଉଧାର ହୋଇଛି ମିଳିଲେ ପରିଶୋଧ କରିବା ଆଶାରେ ବିଡ଼ିଓ ଗୋଲାମୁଣ୍ଡା ଓ ବ୍ଲକ ଅଧକ୍ଷକ ଙ୍କୁ ନିବେଦନ କରୁଛୁବୋଲି ପ୍ରତି କ୍ରିୟାରେ ପ୍ରକାଶ କରିଛନ୍ତି, ଏହି ସମ୍ପରେ ସ୍ଥାନୀୟ ସରପଞ୍ଚ ଙ୍କ ମତାମତ ନେଇ ଥିବାରୁ ତାଙ୍କର ପ୍ରତିନିଧି କୁନୁ ଭୋଇ କହିଛନ୍ତି ଯେ, ଭତ୍ତା ଏରିଅର ପାଇଁ ପଠା ଯାଇଛି,ଆସିଲେ ଏକା ସହିତ ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନାରୁ ତିନିହଜାର ଟଙ୍କା ପ୍ରଦାନ କରିବୁ ବୋଲି ଫୋନରେ ପ୍ରକାଶ କରିଥିଲେ,ଓ ବିଡ଼ିଓ ଗୋଲାମୁଣ୍ଡା ମଧ୍ୟ ଦୁଷ୍ଟିଆକର୍ଷଣ ନେବାରେ ପ୍ରତିଶୃତି ଦେଇଛନ୍ତି ଏହା ସହିତ ସ୍ଥାନୀୟ ସମାଜ ସେବୀ ଉଦି ଆ ନିଆଳି ପ୍ରମୁଖ ଅନୁରୋଧ କରିଛନ୍ତସରପଞ୍ଚ ନିବାଚନ ଏସ୍ତାହାରରେ ଦେଥିବା ପ୍ରତିଶୃତି କେଉଁ ମାନଙ୍କର ପୂରଣ କରିବେ ଅମାନଙ୍କର ଏଭଳି ଅସୁବିଧା ପୂରଣ କଲେ କ୍ଷ ୟ କ୍ଷ ତି ହେଉଛି ଏହା କଣ ସର୍ବଙ୍ଗୀନ ଉନ୍ନତି
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ




