୧୦୦ ଲିଟର ଦେଶୀ ମଦ ଜବତ
ଢେ଼ଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅଂଚଳରେ ଦେଶୀ ମଦ ଉପରେ ଚଢ଼ାଉ ଜାରି ରଖିଛି ଅବକାରୀ ବିଭାଗ। ଭୁବନ ଥାନା ଅଂଚଳରେ ବ୍ୟାପକ ଚୋରା ମଦ କାରବାର ଖବର ପାଇ ଓ ଜିଲ୍ଲାପାଳ ଏବଂ ଅବକାରୀ ସୁପରିଂଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶକ ରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ ଭୁବନ ଥାନା କାନପାଳ ଅଞ୍ଚଳରୁ ଚଢ଼ାଉ ବେଳେ ୧୦୦ ଲିଟର ଦେଶୀ ମଦ ଜବତ ସହ ୧୫୦୦ ଲିଟର ପୋଚ ଜବତ କରାଯାଇଛି।







