ରକ୍ତ ର ଅଭାବ କୁ ଦୃଷ୍ଟି ରେ ରଖି SUNRISECLUB Gudianali ତରଫରୁ କ୍ଲବ ର ସମ୍ପାଦକ ଆରୟନ ଦାସ ଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି.. ଏହି ଶିବିର ରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଶିବିର କୁ ଉଦଘାଟନ କରିଥିଲେ.. ସନମାନିତ ଅତିଥି ଭାବେ ପୌରପାଳିକା ର ଉପନଗରପଳ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ବିଧାୟକ ଙ୍କ ପ୍ରତିନିଧି ଅଜୟ ଭଞ୍ଜ, କାଉନସିଲର 4ନଂ ୱାର୍ଡ ଲିପିକା ଦାସ, କ୍ଲବ ର ସଭାପତି ଶଶୀକାନ୍ତ ମିଶ୍ର (ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଛାତ୍ର ଜନତା ଦଳ),12ନଂ କାଉନସିଲର ଶ୍ରୀମତୀ ଶୁଭଲଷ୍ମୀ ସାହୁ,3ନଂ ୱାର୍ଡ କାଉନସିଲର ଶ୍ରୀ ଅଭିମନ୍ୟୁ ପଣ୍ଡା,6ନଂ ୱାର୍ଡ କାଉନସିଲର ସନ୍ଦୀପ ଷଡ଼ଙ୍ଗୀ ଏବଂ କ୍ଲବ ର ସଦସ୍ୟ ସୌମ୍ୟ ରଞ୍ଜନ ଦାସ, କୁଲଦୀପ ମହାପାତ୍ର, ଅନିମେଷ ବେହେରା, ଅଭିଜିତ ସାମଲ, ବିଶ୍ୱଜିତ ସାମଲ, ଶୁଭ୍ରଜୀତ ମହାପାତ୍ର, ସୁରଜ ପ୍ରତାପ ସିଂ, ରାକେଶ ରୋଶନ ପ୍ରଧାନ, ଶୁଭଙ୍କର ମହାପାତ୍ର,ସୌମ୍ୟଜିତ ମାଳୀକ , ତିଳକ ନନ୍ଦ,ଧଞ୍ଜୟ ଦାସ,ଦୁର୍ଗା ପସାଦ ,ସୁର୍ୟନର୍ୟନ୍ ସେନପତି ମହାନ୍ତି ଙ୍କ ସମେତ ଅନ୍ୟାନ ସଦସ୍ୟ ଉପସ୍ଥିତ ରହି ଶିବିର କୁ ସଫଳ କରାଇଥିଲେ | ଉକ୍ତ ଶିବିରରେ 34ୟୁନିଟ ରକ୍ତ ସଂଗୃହିତ ହୋଇଛି |
ସମସ୍ତ ରକ୍ତ ଦାତା ଙ୍କୁ ହୃଦୟ ରୁ ଅଶେଷ ଅଶେଷ ଧନ୍ୟବାଦ 🙏💐




