ଟାଇକଣ୍ଡୋ ରାଜ୍ଯ ଚାମ୍ପିଅନସିପ୍
ପାଇଁ କୋରିଆନ୍ ମାରସିଆଲ ଆର୍ଟ ସ୍କୁଲ
ପ୍ରତିଯୋଗୀ ମାନଙ୍କର ନାମ ଘୋଷଣା
କଟକ ସ୍ଥିତ କଲେଜ ସ୍କୋୟାର ଥିବା ଇକ୍ୟୁନକ୍ସ ଜିମ୍ ରେ ଥିବା କୋରିଆନ୍
ମାରସିଆଲ ଆର୍ଟ ସ୍କୁଲ ତରଫରୁ ଆସନ୍ତା
7 ଓ 8 ତାରିଖ ହେବାକୁ ଥିବା 36 ତମ
ସବ୍ ଜୁନିଅର ଓ ସିନିୟର ଚାମ୍ପିଅନସିପ୍
ପାଇଁ କଟକ ଜିଲ୍ଲାରୁ ନିଜ ଅନୁଷ୍ଠାନର ପ୍ରତିଯୋଗି ମାନଙ୍କ ନାମ ଘୋଷଣା
କରିଛି। ଏହି ପ୍ରତିଯୋଗୀ ମାନେ ହେଲେ
ଅର୍ଣଭ ସାହୁ, ଶ୍ରିୟା ମିଶ୍ର, ଚିନ୍ମମଇ ନାୟକ, ରାହୁଲ କୁମାର ବେହେରା
ଅକାଂକ୍ଷା ଜୟସାୱାଲ୍,ଏହି ଅନୁଷ୍ଠାନ ର
ସଭାପତି ଶ୍ରୀ ଗୁରୁଦତ୍ତ ମହାନ୍ତି ଖେଳାଳି ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ
ଅତି ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରଦୀପ କାଣ୍ଡି କହିଛନ୍ତି।




