ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ୟାକୁ ନେଇ ୫ଦଫା ଦାବୀ

ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ୟାକୁ ନେଇ ୫ଦଫା ଦାବୀ

ଢେଙ୍କାନାଳ, ୯/୮: ଜିଲ୍ଲାର ସମସ୍ୟାକୁ ନେଇ ଆପ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୫ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଗରିବ ଲୋକଙ୍କୁ ପ୍ରଦାନ କରାଯାଉଥିବା ଆବାସ ଯୋଜନାରେ ପ୍ରଥମ କିସ୍ତ ୪୦ ହଜାର ଟଙ୍କା ପରେ ଦ୍ଵିତୀୟ କିସ୍ତି ପାଇଁ ବିଳମ୍ବ ଯୋଗୁଁ ଲୋକମାନେ ଆଗକୁ ଘର ନକରି ପରିବାର ହଇରାଣ ହେଉଛନ୍ତି । ଆବଶ୍ୟକ ସ୍ଥଳେ ତଦନ୍ତ କରି ସେମାନଙ୍କୁ ଦ୍ଵିତୀୟ କିସ୍ତି ପ୍ରଦାନ କରାଯାଉ, ଢେଙ୍କାନାଳ ସହରର ମହାବୀର ବଜାର ଛକ ଠାରୁ ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଁ ରାସ୍ତାଟି ଅତି ସଂକୀର୍ଣ୍ଣ। ଫଳରେ ଆମ୍ବୁଲାନ୍ସ, ପୁଲିସ୍ ବିଭାଗ ଯାନବାହାନ ତଥା ଅନ୍ୟ ଜରୁରୀ କାଳୀନ ସେବା ପାଇଁ ଲୋକମାନଙ୍କ ଯାତାୟତ ବହୁ କଷ୍ଟକର ହେଉଛି । ତେଣୁ ଏହାକୁ ତୁରନ୍ତ ପ୍ରଶସ୍ତ କରାଯାଉ। ଏହି ପ୍ରଶସ୍ତିକରଣ କାର୍ଯ୍ୟ ବେଳେ ଜଣେ ବା ଦୁଇଜଣ ମୁଷ୍ଟିମେୟଙ୍କ ଯୋଗୁଁ ହୋଇପାରୁନି। ଯାହାକି ଦୀର୍ଘ ପାଂଚ ବର୍ଷ ହେଲା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସେହିପରି ବାଜିଚୌକ ଛକ ଠାରେ ମଧ୍ୟ ସମାନ ପ୍ରକାର ଅସୁବିଧା । ଛକ ଠାରୁ ରେଳ ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ଅତି ସଂକୀର୍ଣ୍ଣ ଅଛି । କିଛି ମୁଷ୍ଟିମେୟ ଲୋକ ଜବରଦସ୍ତ ଦଖଲ କରିଛନ୍ତି । ଏହାକୁ ମଧ୍ୟ ଉଚ୍ଛେଦ କରାଯାଉ ଏବଂ ଦରକାର ହେଲେ ଆବଶ୍ୟକ ଜାଗା ସେମାନଙ୍କ ଠାରୁ କ୍ରୟ କରାଯାଉ । ଜିଲ୍ଲାର ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ଅଛି। ଲୋକମାନେ ସ୍ଥାନୀୟ ସରପଂଚ, ବିଡିଓ ତଥା ଅନ୍ୟ ଅଧିକାରୀମାନଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଫଳ ନାନା ପ୍ରକାର ପେଟ ରୋଗର ଶିକାର ହେଉଛନ୍ତି । ବ୍ଲକ୍ ନେଉଳପୋଇ ସଂଚାୟତର ଚନ୍ଦ୍ରଶେଖରପୁର ହରିଜନ ସାହି, ତାଳବରକୋଟ ପଂଚାୟତର ଝୁଟକଟା ସାହି, ହିନ୍ଦୋଳ ବ୍ଲକ୍ ନୂଆବଗ ପଂଚାୟତ, ଗଁଦିଆ ବ୍ଲକ୍ ଖଣ୍ଡବନ୍ଧ ପଂଚାୟତର ପୁରୁଣା ଅମାଙ୍ଗ ଇତ୍ୟାଦି । ପ୍ରତ୍ୟେକ ପରିବାରକୁ ପ୍ରତ୍ୟେକ ମାସରେ ଦୁଇଶହ ୟୁନିଟ୍ ବିଜୁଳି ଦେୟ ମୁକ୍ତ କରାଯାଉ । ଟାଟା ପାଓ୍ବାର ଦ୍ବାରା ଅଘୋଷିତ ବିଦ୍ୟୁତ୍‌କାଟ୍ ବନ୍ଦ କରାଯାଉ, ଯେଉଁ ଗରିବ ଲୋକମାନେ ବିଲ୍ ଦେଇପାରୁନାହାଁନ୍ତି ତାଙ୍କ ଉପରେ କମ୍ପାନୀର ଦବଙ୍ଗଗିରି ବନ୍ଦ ହେଉ, ଅନେକ ଗରିବ ଦଳିତ ବସ୍ତିର ସମସ୍ତ ଲାଇନ୍ କାଟିଦେବା ଇତ୍ୟାଦି ନଜିର ରହିଛି । ସହରର ଅନେକ ଯାଗାରେ ବିଦ୍ୟୁତ ତାର ତଲେ ଥିବା ଆମ୍ବୁଲାନ୍ସ, ଦମକଳ ଯାନ ତଥା ଅନ୍ୟ ଆବଶ୍ୟକୀୟ ଯାନ ଯାଇପାରୁନାହିଁ ଯଥା ଜବାହରଚୌକ, ଗାନ୍ଧୀ ମନ୍ଦିର ରୋଡ, ଭାଗିରଥ୍ ବିହାର ସି’ବ୍ଲକ୍, ନୂଆପୋଖରୀ ରାସ୍ତା, ଲକ୍ଷ୍ମୀବଜାର ଷ୍ଟେଟ୍ ବ୍ୟାଙ୍କ ପଛପାଖ ରାସ୍ତା, ଜୁବୁଲିଟାଉନ୍, ଦେଉଳସାହି ଇତ୍ୟାଦି । ସେହିପରି ସହରାଂଚଳ ହାଟପାଖ ଦଳିତ ବସ୍ତି, ପରଜଙ୍ଗ ବ୍ଲକ୍ ମାଣିକମରା ପଂଚାୟତ, ଓଡାପଡା ବ୍ଲକ୍‌ର ବଳରାମପୁର ପଂଚାୟତରେ ଦଳିତ ବସ୍ତିର ସଂପୂର୍ଣ୍ଣ ଲାଇନ୍ କାଟିଦିଆଯାଇଛି । ଏହି ସମସ୍ତ ଲାଇନ୍ ଗୁଡିକ ତୁରନ୍ତ ସଂଯୋଗ କରାଯାଉ, ଦରକାର ପଡ଼ିଲେ ସରକାର ଗରିବ ଲୋକଙ୍କୁ ଦେୟମୁକ୍ତ କରାଯାଉ ଓ ଉପରୋକ୍ତ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଆମ୍ ଆଦ୍‌ମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ନୂତନ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବୀପତ୍ର ପ୍ରଦାନ ବେଳେ ସଭାପତି ପଙ୍କଜ କୁମାର ନାୟକଙ୍କ ସହିତ ବିଷ୍ଣୁ ପ୍ରସାଦ ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା, ଅଜୟ କୁମାର ସାହୁ, ପ୍ରକାଶ ବିଶ୍ୱାଳ, ମଧୁସୂଦନ ମଲ୍ଲିକ, ଜିତେନ୍ଦ୍ର ବେହେରା, ଚିନ୍ମୟ ସେନାପତି, ପବିତ୍ର ବେହେରା, ରୁବି ନାଏକଙ୍କ ସମେତ ଆମ୍ ଆଦ୍‌ମୀ ପାର୍ଟିର ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech