ସଫଳ ଧଳା ଘୁଷୁରୀ ଚାଷୀ
ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ମାନନ୍ତିରା ପଞ୍ଚାୟତ ମାନନ୍ତିରା ଠାରେ ସଫଳ ଧଳା ଘୁଷୁରୀ ଚାଷୀ ପ୍ରଶାନ୍ତ। ଏହି ଘୁଷୁରୀ ଚାଷ ପାଇଁ ପ୍ରଶାନ୍ତ ନିଜର ଜଣେ ସାଙ୍ଗ ସହିତ ରାଂଚି ଜାଇ ସେଠାରେ ଘୁଷୁରୀ ଚାଷ ବିଷୟରେ ତିଲିମି ନେଇ ସେଠାରୁ ଆସି ନିଜର ତିନିଏକର ଯାଗାରେ ଧଳା ଘୁଷୁରୀ ଫାର୍ମ କରିଥିଲେ କିଛି ଅଳ୍ପ ଘୁଷୁରୀ ରେ। ସେହି ଅଳ୍ପ ଘୁଷୁରୀ ଫାର୍ମ କରି କିପରି ଅଧିକ ରୁ ଅଧିକ ଘୁଷୁରୀ ହେଲା କିପରି ଲାଭ ବାନ ହେଉଛନ୍ତି ପ୍ରଶାନ୍ତ ଦେଖନ୍ତୁ ତାର ଗ୍ରାଉଣ୍ଡ ଜିରୋ ରିପୋର୍ଟ।
ଭିଓ_୧ ଧଳା ଘୁଷୁରୀ ଚାଷ କରି ଲକ୍ଷ୍ୟଧିକ ଟଙ୍କା ରୋଜଗାର କରିଛନ୍ତି ଯୁବକ।ଯୁବକ ଜଣକ ଚାକିରି ପଛରେ ନଗୋଡେଇ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି ଯୁବକ ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ମାନନ୍ତିରା ପଞ୍ଚାୟତ ମାନନ୍ତିରା ଗ୍ରାମର ପ୍ରଶାନ୍ତ ଦେଓ। ଘୁଷୁରୀ ଚାଷ କରି ବାର୍ଷିକ ଆୟ ୩୫ ରୁ ୪୦, ଲକ୍ଷ୍ୟ ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ ସମୟରେ ପିଲା ଚାରୋଟି ରଖି ସେମାନଙ୍କୁ ଖାଇବା କୁ ଦେଇ ମାସିକ ୭ ହଜାର ଟଙ୍କା ଦେଇ ୩୫ରୁ ୪୦ଲକ୍ଷ୍ୟା ଟଙ୍କା ରୋଜଗାର କରି ଚାଷ ଠାରୁ ମୁହଁ ଫେରାଉ ଛନ୍ତି ଚାଷୀ।କାରଣ ଅଭାବି ବିକ୍ରିତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଉଯାଡି ଦେଉଛି ସେମାନଙ୍କ ର ଚାଷ ଆମେ କହୁଛୁ ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ମାନନ୍ତିରା ପଞ୍ଚାୟତ ମାନନ୍ତିରା ଗ୍ରାମର ପ୍ରଶାନ୍ତ ଦେଓ ନାମକ ଜଣେ ଯୁବକ। ଏମିତି ଏକ ଚାଷି ଚାଷର ତରିକା ଆପଣାଇଛନ୍ତି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ଧଳା ଘୁଷୁରୀ।ଧଳା ଘୁଷୁରୀ ଚାଷୀ ପ୍ରଶାନ୍ତ ଘୁଷୁରୀ ଚାଷ କରି ବାର୍ଷିକ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରୁଛନ୍ତି।ପାଠ ପଢା ପଢି ଶେଷ କରି କଳିଙ୍ଗନଗର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ପ୍ରଶାନ୍ତ। ସେଠାରୁ ପାଉଥିବା ଧରମା ଟଙ୍କା ଘର ଚଳାଇବା ପାଇଁ ବହୁତ କଷ୍ଟକର ହେଉଥିଲା। ଶେଷରେ ଚାଷ କରି ଆତ୍ମ ନିର୍ଭରଶୀଳ ହେବାକୁ ସେ ମନସ୍ଥ କରିଥିଲେ।ଆଉ ୟୁଟ୍ୟୁବରେ ବିଭିନ୍ନ ଚାଷ ବିଷୟରେ ଦେଖୁ ଧଳା ଘୁଷୁରୀ ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ।ପରେ ଜଣେ ସାଙ୍ଗଙ୍କ ଶହ ସହଯୋଗରେ ରାଂଚି ଯାଇ ସେଠି ଘୁଷୁରୀ ଚାଷ ବିଷୟରେ ତାଲିମ ନେଇ ସେଠାରୁ ଆସି ଗାଁରେ ଥିବା ନିଜର ତିନି ଏକର ଜମିରେ ସେଠି ଉତ୍କଳ ଧଳା ଘୁଷୁରୀ ଚାଷ ଆରମ୍ଭ କରିଥିଲେ ଓ ଫାର୍ମ କରିଥିଲେ।
ଭିଓ_୨ ଘୁଷୁରୀ ୬ମାସରେ ଥରେ ୮ ରୁ ୧୨ ଟା ପିଲା ଗୋଟିଏ ଘୁଷୁରୀ ଛୁଆ ଜନ୍ମ ଦେଇଥାଏ।କେକଦାନ ଘାସ ଖଇ ୬ ରୁ ସାତ ମାସ ମଧ୍ୟରେ ଗୋଟିଏ ଘୁଷୁରୀ ୭ମାସରେ ୧୦୦କିଲୋ ହୋଇଥାଏ। ଗୋଟିଏ ଘୁଷୁରୀ ୧୫ ହଜାର ରୁ ୧୭ ହଜାର ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ରାଜ୍ୟ ବାହାରର ଗ୍ରାହକ ଆସି ଘୁଷୁରୀ ନେଇ ଯାଉଛନ୍ତି। ବର୍ତ୍ତମାନ ବିଭିନ୍ନ ଜିଲ୍ଲା ରାଜ୍ୟ ବାହାରରୁ ଘୁଷୁରୀ ବିକ୍ରି କରାଯାଉଛି। ସେହି ଭଳି ଏବେ ଜଣେ ଯୁବକ ଢେଙ୍କାନାଳ ଭୁବନ ର ଶ୍ୟାମଳ ଗ୍ରାମର ସମିରି ଛଟେଇ ପ୍ରଶାନ୍ତ ପାଖକୁ ଆସି ଧଳା ଘୁଷୁରୀ ବିଷୟରେ ତାଲିମ୍ ନେଇ ସେଠାରୁ ଅଳ୍ପ ଘୁଷୁରୀ ନେଇ ସେ ମଧ୍ୟ ଲାଭ ବାନ ହେଉଛନ୍ତି ବୋଲି କହିଥିଲେ।ଆଉ କହିଥିଲେ ସରକାର ଯଦି ପ୍ରଶାନ୍ତ କୁ ସାହାଯ୍ୟ କରନ୍ତେ ତେବେ ପ୍ରଶାନ୍ତ ଲାଭ ବାନ ହୋଇ ତାଙ୍କୁ ବି କମ ଟଙ୍କରେ ଘୁଷୁରୀ ବିକ୍ରି କରି ପାରନ୍ତେ ବୋଲି କହୁଛନ୍ତି ତେଣୁ ସରକାର ସାହାଯ୍ୟ କରନ୍ତୁ। ଏହି ଘୁଷୁରୀ ବିକ୍ରି କରି ଏବେ ମାସକୁ ଲକ୍ଷ୍ୟ ଟଙ୍କା ଲାଭ ପାଇ ବେଶ ଲାଭ ବାନ ହେଉଛନ୍ତି ପ୍ରଶାନ୍ତ। ପ୍ରଶାନ୍ତ ଦେଓ ହେଉଛନ୍ତି କଳିଙ୍ଗନଗର ଶିଳ୍ପ ଅଞ୍ଚଳ ରେ ପ୍ରଥମ ଥର ଏହି ଚାଷ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶାନ୍ତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଚାଷ ପ୍ରତି ମୁହଁ ଫେରାଇ ଥିବା ଆଜିର ଯୁବକ ପିଢି ପାଇଁ ପ୍ରଶାନ୍ତ ଉଦାହରଣ ସାଜିଛନ୍ତି। ସେଥିପାଇଁ ଯଦି ରାଜ୍ୟ ସରକାର ପ୍ରଶାନ୍ତ ପ୍ରତି ଦୃଷ୍ଟି ଦିଅନ୍ତି ତେବେ ପ୍ରଶାନ୍ତ ଅଧିକରୁ ଅଧିକ ଲାଭ ବାନ ହୁଅନ୍ତେ। ପ୍ରଶାନ୍ତ ଏବେ ୪ ଟି ପିଲା ରଖିଛନ୍ତି ଘୁଷୁରୀ ରଖଣ ବେଖଣ ପାଇଁ ଆଉ ଘୁଷୁରୀ ଫାର୍ମ ରେ ପିଲାଙ୍କ ପିଛା ଖାଇବାକୁ ଦେଇ ମାସକୁ ୭ ହଜାର ଟଙ୍କାମାସକୁ ଦିଆଯାଉ ଅଛି ଆଉ ଯଦି ସରକାର ସାହାଯ୍ୟ କରନ୍ତେ ଆଉ ୪ ଟି ପିଲା ରହି ପାରନ୍ତେ ସେମାନେ ତାଙ୍କର ପରିବାର ପ୍ରତିପୋଷଣ କରି ପାରନ୍ତେ ଅଧିକ ଟଙ୍କା ବି ପିଲାମାନେ ରୋଜଗାର କରିପାରନ୍ତେ। ସେଥିରେ ପରିବାର ଭରଣପୋଷଣ ହୋଇ ପାରନ୍ତେ ବୋଲି ଘୁଷୁରୀ ଫାର୍ମ ରେ ଥିବା ଯୁବକ ମାନେ କହିଥୂ।
ଫେଭିଓ _ତେବେ ପ୍ରଶାନ୍ତ ଦେଓଙ୍କ ଘୁଷୁରୀ ଚାଷ ଉପରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁଭିଧା ଯୋଗାଇ ଦେବେକେବେ ପ୍ରଶାନ୍ତ ନିଜେ ଲାଭବାନ ହୋଇ ପିଲାମାନେ କାର୍ଯ୍ୟ କରୁଥିବାରୁ ସେମାନେ ଅଧିକ ରୁ ଅଧିକ ଟଙ୍କା ଦେବେ ପିଲାମାନେ ନେଇ ପରିବାର ଭରଣପୋଷଣ ହୋଇ ପାରିବେ ତାହା ଦେଖିବାକୁ ବାକି ରହିଲା।





