ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦ 55ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ନକରାଯିବା ସଂକ୍ରାନ୍ତେ ଅଭିଯୋଗ ପତ୍ର

ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦ 55ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟରେ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ନକରାଯିବା ସଂକ୍ରାନ୍ତେ ଅଭିଯୋଗ ପତ୍ର

ଢେଙ୍କାନାଳ ୧୪/୮: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୁଣଦେଇ ଗ୍ରାମ ପଞ୍ଚାୟତର ଗ୍ରାମବାସୀଙ୍କ ଦ୍ବାରା 55ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଥିବା ସମୟରେ ଗୁଣଦେଇ ଗ୍ରାମ ପଞ୍ଚାୟତ ସରହବରେ ଏକ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବିରୋଧ କରିଆସିଥିବାରୁ 2020 ରୁ ଆଜି ସୁଦ୍ଧା ସ୍ଥଗିତ ରହିଛି । ଏହି ଅଞ୍ଚଳବାସୀଙ୍କର ବହୁବିଧ କ୍ଷୟକ୍ଷତି ଯୋଗୁ ଅଞ୍ଚଳବାସୀ ବାରମ୍ବାର ପ୍ରତିବାଦ କରିଆସିଛନ୍ତି । ଏହି ସଂକ୍ରାନ୍ତରେ ତା-22/06/2022 ରିଖରେ ଆପଣଙ୍କୁ ନିବେଦନ କରାଯାଇଥିଲା । ଆପଣ ଏହାର ବିଚାର କରିବେ ବୋଲି ଜଣାଇଥିଲେ । ପୂର୍ବତନ ଜିଲ୍ଲାପାଳଙ୍କୁ ତା-07/09/2020, ତା-(4/11/2020 ଏବଂ ତା-18/08/2021 ରେ ନିବେଦନ କରାଯାଇଥିଲା । ରାଜ୍ୟ ଏବଂ କେନ୍ଦ୍ର ସ୍ତରର ବିଭାଗୀୟ ପ୍ରଶାସନ ଅଧିକାରୀ, ମନ୍ତ୍ରୀ ମାନଙ୍କୁ ମଧ୍ୟ ଅବଗତ କରାଯାଇଅଛି ।
55ନଂ ଜାତୀୟ ରାଜପଥର ଗଇଲୋ ବସଷ୍ଟାଣ୍ଡ ଦିବା ରାତ୍ର ଚଳ ଚଞ୍ଚଳ ଅଞ୍ଚଳ ଅଟେ । ନିକଟବର୍ତୀ ଉଚ୍ଚ ବିଦ୍ୟାଳୟ, ଆଦିବାସୀ ଆବାସିକ ବିଦ୍ୟାଳୟ, ସାପ୍ତାହିକ ପଞ୍ଚାୟତ ହାଟ, ଛୋଟ ପିଲାଙ୍କ ନିମନ୍ତେ ତିଆରି ଚାଲିଥିବା ପଞ୍ଚାୟତ ସ୍ତରୀୟ ପାର୍କ, ପଞ୍ଚାୟତ କାର୍ଯ୍ୟାଳୟ, ମାହାଦିଆ ରେଳ ଷ୍ଟେସନ ଏବଂ ଜଳ ଯୋଗାଣ ନିମନ୍ତେ ଜଳ ସଂରକ୍ଷଣ ଟାଙ୍କିର ଟାୱାର ପ୍ରମୁଖ ସ୍ଥାନ ଗୁଡ଼ିକ ଅବସ୍ଥିତ । ଏହି ସ୍ଥାନରେ ଦୈନିକ ହଜାର ହଜାର ଲୋକଙ୍କ ଆତ ଯାତ ହେଉଛନ୍ତି ।
ବିଶେଷ ସୂଚନା ଏହିକି ଯେ, ଏହାର ପାର୍ଶ୍ଵବର୍ତୀ ପୂର୍ବ ପାଖର ଦୁଇ କିଲୋମିଟର ବ୍ୟବଧାନ ଏବଂ ପଶ୍ଚିମ ପାଖର ଦୁଇ କିଲୋମିଟର ବ୍ୟବଧାନରେ ଦୁଇଟି ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ହୋଇ ଯାଇଛି । ଗଇଲୋ ବସ୍ ଷ୍ଟାଣ୍ଡ ନିକଟରେ ଆଉ ଗୋଟିଏ ସୁଡ଼ଙ୍ଗ କୁ ଅଞ୍ଚଳବାସୀ ଗ୍ରହଣ କରୁନାହାଁନ୍ତି । ବିଗତ ଚାରି ବର୍ଷ ଧରି ଏହାର ବିରୋଧ କରି ଆସୁଥିବା ବେଳେ “ଜନ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରଶାସନର ଜିଦ୍ ଖୋର ମନବୃତି ରୁ ନିବୃତ୍ତ ରହି ବିକଳ୍ପ ପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ଅନୁରୋଧ କରୁଅଛୁ । ଜାତୀୟ ରାଜପଥ ପ୍ରାଧ୍ୟାକରଣ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ ଗଡ଼କରି, ଢେଙ୍କାନାଳ ସାଂସଦ ଙ୍କୁ (ତା 10/10/2020 ଚିଠି ନଂ-1455040) ଚିଠି ଲେଖି ଜଣାଇଛନ୍ତି କି ଏହା ବିଚାର କରାଯିବ । ସାଂସଦ ମହେଶ ସାହୁ ମହାଶୟ ଢେଙ୍କାନାଳ ଜିଲ୍ଲାର “ବିଶା” ମିଟିଙ୍ଗ ଦା-10/11/2020ରେ ସମସ୍ତ ବିଭାଗର ସଦସ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇଛନ୍ତି ଯେ ଗୁଣବେଇ ଗ୍ରାମ ପଞ୍ଚାୟତ ସରହଦରେ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣକୁ ବନ୍ଦ
କରାଯାଉ ।
ଏତେ ସତ୍ତ୍ଵେ ଅଞ୍ଚଳବାସୀଙ୍କୁ ମାନସିକ ଭାରାକ୍ରାନ୍ତ କରାଇବା ଏବଂ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ କୁ ବିଚାରକୁ ନନେଇ ଜିଦ୍ ଖୋର ନୀତି କୁ ଲଦିଦେବା, ଅସାମ୍ବିଧାନିକ କାର୍ଯ୍ୟ କାହିଁକି କରାଯାଉଛି ? ଏଠାରେ ଆପଣଙ୍କ ଜିଦ୍ କୁ ସାବ୍ୟସ୍ତ କରି ସୁଡ଼ଙ୍ଗ ନିର୍ମାଣ କଲେ ସରକାରଙ୍କର କି ପ୍ରକାର ସମସ୍ୟା ଦୂର କରିପାରିବେ ଏବଂ ଜନ ସାଧାରଣଙ୍କୁ କେଉଁ ସୁବିଧା ଦେଇପାରିବେ ତାହା ବିଚାରଯୋଗ୍ୟ । ମାତ୍ର ଜନସାଧାରଣଙ୍କର ପିଢି ପରେ ପିଢି ଯେଉଁ କ୍ଷତି ଘଟିବ, ସମସ୍ୟା ସୃଷ୍ଟି ହେବ ସରକାର କିମ୍ବା ପ୍ରଶାସନ ତାର ସମାଧାନ କରିପାରିବେ କି ?
ଉପରୋକ୍ତ ବିବରଣୀକୁ ଗୁରୁତ୍ବ ଦେଇ ସରକାର ଏବଂ ପ୍ରଶାସନ ଗୁଣଦେଇ ଗ୍ରାମପଞ୍ଚାୟତ ସରହଦରେ ହାତୀ ସୁଡ଼ଙ୍ଗ ନିର୍ମାଣକୁ ସଂପୂର୍ଣ୍ଣ ବନ୍ଦ କରନ୍ତୁ ଏବଂ ଜନସାଧାରଣଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନନିଅନ୍ତୁ । ଏହାର ଦାବି ପତ୍ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏକକିତା ଅବିକଳ ନକଲ ସାଂସଦ ମହେଶ ସାହୁ ଢେଙ୍କାନାଳ,ବନ ବିଭାଗ ଅଧିକାରୀ, ଶ୍ରୀ ସୁମିତ କୁମାର କର ଢେଙ୍କାନାଳ, ପ୍ରକଳ୍ପ ଅଧିକାରୀ ଜାତୀୟ ରାଜପଥ ପ୍ରାଧ୍ଵକରଣ, ଢେଙ୍କାନାଳ ଙ୍କ ଅବଗତି ଏବଂ ନିଷ୍ପରି ନିମନ୍ତେ ଦାଖଲ କରାଗଲା । ସଭାପତି ଅନ୍ତର୍ଯ୍ୟାମୀ ବରାଳ ଗୁଣୁଦେଇ ଗ୍ରାମପଞ୍ଚାୟତ ବିଚାର ମଞ୍ଚ, ରମେଶ ଚନ୍ଦ୍ର ଲେଙ୍କା, ମହେନ୍ଦ୍ର କୁମାର ବରାଳ, ଅରବିନ୍ଦ ବରାଳ, ଗୋବିନ୍ଦ ଚନ୍ଦ୍ର ସାହୁ ,ଶୁସାନ୍ତି ବରାଳ, ପ୍ରତିଭା ନାୟକ, ମୃତ୍ୟୁଞ୍ଜୟ ନାୟକ, ମଧୁସ୍ମିତା ମହାନ୍ତି ଓ ମମତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • Wishing
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech