ଜରି ପଞ୍ଚାୟତ ଅଫିସରେ ସ୍ବାଧିନତା ଦିବସ ପାଳନ
ବିଷୟ ____ ବିଂଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତ ଅଫିସ ଠାରେ ୭୭ ତମ ସ୍ବାଧିନତା ଦିବସ ପାଳନ ମହାସମାରୋହରେ ପାଳନ ହୋଇଯାଇଛି। ଏଥିରେ ସରପଞ୍ଚ ନନ୍ଦକିଶୋର ମଲ୍ଲିକ ପତ୍ତକା ଉତ୍ତୋଳନ କରିବା ସହ ସ୍ବାଧିନତା ଦିବସ ବିଷୟରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଓ ତ୍ରିଲୋଚନ ଦାଶ, ବିଜେଡି ସଭାପତି ଉମେଶ ଚନ୍ଦ୍ର ଦାଶ,ପ୍ରମୋଦ କୁମାର ସାମଲ,ସୁବ୍ରତ କୁମାର ସାମଲ,ଅରୁଣ କୁମାର ମଲ୍ଲିକ, ଲୋକଙ୍କ ଦୁଃଖ ସୁଖର ସାଥି ମାନସ ମଲ୍ଲିକ, ପୃର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ଯୋଗଦେଇ ଥିଲେ,।ଠିକ ସେହିପରି ଭାବରେ ଜରି ବାଙ୍କ ସରକାରୀ ଉପ୍ରା ବିଦ୍ୟାଳୟରେ ସରପଞ ନନ୍ଦକିଶୋର ମଲ୍ଲିକ ଓ ଶିକ୍ଷକ ଅକ୍ଷୟ ମଲ୍ଲିକ ସ୍ବାଧିନତା ଦିବସ ଅବସରରେ ବୃକ୍ଷ ରୋପଣ କରି ଥିଲେ ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




