ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା
ଢ଼େନାଙ୍କାନାଳ:17/08-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲାର ସଦର ବ୍ଲକସ୍ଥିତ କାଇମାଟି, ଶବର ସାହିର ଛଅଟି ପରିବାରକୁ ତାଙ୍କର ଘର ପୋଡ଼ିଯାଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ପ୍ରଦାନ କରାଯାଇଛି l ପ୍ରତ୍ୟେକ ପରିବାରକୁ ଦଶହଜାର ଟଙ୍କା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଛି l
ଯେଉଁ ଛଅଟି ପରିବାର ଏହି ଅଗ୍ନିକାଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କ ପରିବାର ତରଫରୁ ମମତା ସାହାଣୀ, ଟିକି ସାହାଣୀ, ମଞ୍ଜୁ ସାହାଣୀ, ନିହୋଲି ସାହାଣୀ, ରାଧା ସାହାଣୀ, କାମିନୀ ସାହାଣୀ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
