କାଦୁଅ ପଚପଚ ରାସ୍ତାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀମାନେ
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆ ପଞ୍ଚାୟତ ବାଲୁକା ସାହିଠାରୁ ମଣିମା ରାସ୍ତା କାମ ଅଧା ରହି ପଡ଼ିଛି ୧୫ ଦିନ ତଳେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା ରାସ୍ତାରେ ମାଟି ପକାଯାଇ ଥିବା ବେଳେ ତାର ଉପରେ ମୋରମ ପକାଯାଇଥିଲା ଦୁର୍ଭାଗ୍ୟକୁ ବର୍ଷାରେ ରାସ୍ତାଟି କାଦୁଅ ପଚପଚ ହୋଇଥିବାରୁ ଲୋକଙ୍କ ଯିବା ଆସିବା ସମସ୍ୟା ହେଉଛନ୍ତି ଏବଂ ଗାଡ଼ି ମୋଟର ଯିବା ଆସିବା ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏହି ଗ୍ରାମକୁ ମୁଖ୍ୟରାସ୍ତା ହୋଇଥିବାରୁ ଲୋକେ ମାନେ ବହୁତ ହୋଇରାଣ ହେଉଛନ୍ତି ସେହିପରି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲେ କେଉଁ ମଧ୍ୟରେ ବିଭାଗ ପକ୍ଷରୁ କାମ ହେଉଛି ଏବଂ ଏଥି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ସମ୍ପର୍କରେ ଲୋକେ ଜାଣିପାରୁ ନାହାନ୍ତି ଏହି ରାସ୍ତା ତିଆରି କରିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଓ ପ୍ରଶାନ୍ତ ପ୍ରଧାନ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
