ହିଥ୍ ଷ୍ଟ୍ରିକ ଙ୍କ ପରଲୋକ
ଜିମ୍ବାୱେ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ଙ୍କ ପରଲୋକ।
କ୍ୟାନସରରେ ଆକ୍ରାନ୍ତ ହିଥ୍ ଷ୍ଟ୍ରିକ୍ଙ୍କ ୪୯ ବର୍ଷ ବୟସରେ ପରଲୋକ। ଦେଶ ପାଇଁ ୬୫ ଟେଷ୍ଟ, ୧୮୯ ଦିନିକିଆ ଖେଳିଛନ୍ତି ଷ୍ଟ୍ରିକ୍।
୯୦ ଦଶକରେ ମହାନ ଅଲ୍ରାଉଣ୍ଡର ଭାବେ ଜଣାଶୁଣା ଥିଲେ ଷ୍ଟ୍ରିକ୍।




