ଲଘୁଚାପ ପ୍ରଭାବରେ ଅନୁଭୂତ ବର୍ଷା
କୋରାପୁଟ ସହର ରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ
ନନ୍ଦପୁରରେ ୧୩୭ ମିମି,ସେମିଳିଗୁଡା ୧୦୩ ମିମି ଏବଂ ଜୟପୁର ରେ ୧୦୦.୮ ମିମି.। ସେହିପରି ଆଜି ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।
୨ ସ୍ଥାନରେ ଅତି ପ୍ରବଳ ଏବଂ ୧୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ।




