ପୁଣି ଧର୍ମଘଟ ପାଇଁ ଡାକରା ଦେଲା ବସ ମାଲିକ ସଂଘ । ସୂଚନା ମୁତାବକ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଏନେଇ କହିଛନ୍ତି କି ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ । ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ । କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ ବୋଲି କହିଛନ୍ତି ବସ୍ ମାଲିକ ସଂଘ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)

All rights reserved. Designed by Inter Softech