ବିଷୟ _ ଯାଜପୁର ସାରଥୀ ପରିବାର ପକ୍ଷରୁ ଆଜି ନୂତନ ବର୍ଷ ୨୦୨୪ ଉପଲକ୍ଷେ ମହାପ୍ରଭୁ ସାରଥି ଦେବଙ୍କର ଦିବ୍ୟ ସତସଙ୍ଗ ଓ ପ୍ରଭୃଙ୍କ ବାଣୀ ଗରିବଙ୍କୁ ଦେଖ ଓ ଗୋବିନ୍ଦଙ୍କୁ ଦେଖ ନ୍ୟାୟରେ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ଓଡ଼ିଶା ଓ ଓଡ଼ିଶା ବାହାରେ ମଧ୍ୟ ଅସହାୟ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରବଚକ ମଦନମୋହନ ବାଇ ଓ ଗୋପବନ୍ଧୁ ସାର ପ୍ରବଚନ ଭକ୍ତମାନଙ୍କୁ ପ୍ରଦାନ କରିଥିଲେ। ରବିନ୍ଦ୍ର କୁମାର ସାହୁ ଓ ମନୋରମା ସାହୁ,ତାରିଣୀ ସାହୁ,ବଙ୍ଗବାଳା ମହାନ୍ତି, ଅମୂଲ୍ୟ ସାମଲ, ଚନ୍ଦ୍ରମଣି ସୂତାର,ଗଗନ ଦାସ,ସତ୍ୟ ସାମଲ ଓ ଶୁକାନ୍ତୀ ସାମଲଙ୍କ ସମେତ ଭକ୍ତମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




