ଢେଙ୍କାନାଳ ପୈାରପାଳିକା କାର୍ଯ୍ୟାଳୟ ଠାରେ ପୈାରନିର୍ବାହି ଅଧିକାରୀ ଦେବିପ୍ରସାଦ ରାଉତ ଙ୍କ ତତ୍ବାବଧାନରେ ସମସ୍ତ ପୌରପାଳିକା ର କର୍ମଚାରୀ ସ୍ୱଚ୍ଛ ସାଥୀ ଓ ସଫେଇ କର୍ମଚାରୀମାନେ ଏକତ୍ରିତ ହୋଇ ନୂଆ ବର୍ଷ କୁ ମହାଆଡମ୍ବର ରେ ପାଳିତ କରିଥିଲେ। ଅଧିକାରୀ ନୂଆ ବର୍ଷ ରେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହ ସମୟାନୁବର୍ତିତ୍ତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୈାରନିର୍ବାହି ଅଧିକାରୀ କୁ ପୁଷ୍ପଗୁଚ୍ଛ ଦେଇ କର୍ମଚାରୀମାନେ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ।

April 18, 2026/
No Comments



