ରାଜଧାନୀ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ନେଇ ଚର୍ଚ୍ଚା । ସକାଳ ୭ଟା ୧୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ସୂଚନା । ୨ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ସୂଚନା । ଭୀମଟାଙ୍ଗି, ସିଆର୍ପି, ନୟାପଲ୍ଲୀ ଅଞ୍ଚଳରେ ଅନୁଭୂତ ସୂଚନା । ତେବେ ଏ ନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନି।

April 18, 2026/
No Comments


