ମହାବlହୁ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ଅଧିବେଶନ
କଟକ ମହାବlହୁ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ଅଧିବେଶନ ଚମ୍ପତୀ ଠାରେ ଅନୁଷ୍ଠିତ ହୋଇଯାଇଅଛି ସଭାପତି ସଦାଶିବ ନାଥ ଶର୍ମା, ସମ୍ପାଦକ କଳ୍ପନା ପାଣି, କୋଷାଧକ୍ଷ ସ୍ମୃତି ରେଖା ପଣ୍ଡା, ଆଇନ ପରlମର୍ସ ଦlତ୍ତl ଦିଲୀପ କୁମାର ମହାପାତ୍ର, ଉମାକାନ୍ତ ପାଣି, ନିଗମlନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଟ୍ରଷ୍ଟର ଆଗାମୀ ଦିନରେ ହେବାକୁ ଥିବା କାର୍ଯକ୍ରମଉପରେ ଆଲୋଚନା କରିବା ସହ କିଭଳି ଏହି ଟ୍ରଷ୍ଟ ସ୍ଵଚ୍ଛ ଭାବରେ ଏବଂ ଜନସାଧାରଣଙ୍କ ସେବାରେ କାର୍ଯ୍ୟ କରିବ, ତାହା ଉପରେ ଗୁରୁତ୍ୱ ଦେଇଥିଲେ।
କଟକ ରୁ ରିପୋର୍ଟ୍ ପ୍ରଦୀପ କୁମାର କାଣ୍ଡି



