ଗତକିଛିଦିନ ତଳେ ବାଗଲଟି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଚାଲିଥିବା ସମୟରେ ପ୍ରସାଦ ସେବନକୁ ନେଇ 10ରୁ ଉର୍ଦ୍ଧ ଯୁବକ 4 ଜଣ ଯୁବକଙ୍କୁ ଖଣ୍ଡା, କାତିରେ ଅତର୍କିତ ଆକ୍ରମଣ କରିଥିଲେ ଯାହା ଫଳରେ ତ ୪ଜଣ ଯୁବକ ଗୁରୁତ୍ୱର ଆହତ ହୋଇ ପ୍ରଥମେ mkcg ଓ ପାରବର୍ତ୍ତୀ ମୁହୂର୍ତ୍ତ ବିଶାଖା ପାଟଣା ସ୍ଥାନାନ୍ତରିତ ହୋଇଥିଲେ। ଏହି ସଂକ୍ରାନ୍ତ ରେ ପୋଲିସ 6 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତ ଫେରାର ଅଭିଯୁକ୍ତ ତୁରନ୍ତ ଗିରଫ କରିବା ଦାବି କରି ଆହତ ଯୁବକ ମାନେ ଚିକିତ୍ସା ଅବସ୍ଥା ରେ ବ୍ରହ୍ମପୁର ଏସପି ଙ୍କ ଦ୍ଵାରସ୍ତ ହୋଇଥଲେ।



