PCRକୁ ଚାପିଦେଲେ ହାଇଓ୍ଵା ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
କଟକ ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଦୁର୍ଘଟଣା ଯୋଗୁ ଦୁଇ ପୋଲିସ କର୍ମଚାରୀ ମୃତ
.PCRକୁ ଚାପିଦେଲା ହାଇଓ୍ଵା , ୨ ପୋଲିସ କର୍ମଚାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ। CRRI ଥାନା ପିସିଆର ପାଟ୍ରୋଲିଂ ବେଳେ ପିଟିଲା ହାଇଓ୍ଵା ଗାଡି। ଜଣେ ଗୁରୁତର ପୋଲିସ କର୍ମଚାରୀ SCBରେ ଭର୍ତ୍ତି ହୋଇଛନ୍ତି।



