Kalinga ଟାଇକଣ୍ଡୋ ଆସୋସିଏସନର ସଫଳତା

କଟକ ଜୱାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦ୍ଵିତୀୟ ଓଡିଶା ଓପନ ରାଜ୍ଯ ସ୍ତରୀୟ ଚାମ୍ପିଅନସିପ୍ 2025 ଅନୁଷ୍ଠିତ ହୋଇଥିଲା, ଏହି ପ୍ରତିଯୋଗୀତାରେ Kalinga ଟାଇକଣ୍ଡୋ ଆସୋସିଏସନରଖେଳାଳିମାନେ ନିଜର କୃତିତୃ ଅର୍ଯନ କରିଛନ୍ତି, କଟକରୁ 18 ଜଣ ପ୍ରତିଯୋଗୀ ମେଡାଲ ପାଇଥିବା ବେଳେ ଭୁବନେଶ୍ବର ରୁ 2 ଜଣ ସଫଳତା ପାଇଛନ୍ତି. Aishwarya darshini ପ୍ରଧାନ,

Supriti ସାମନ୍ତ ଚିନ୍ମୟ ନାୟକ, ସେହିଭଳି ସିଲଭର୍ ରେ Raren Raghuveer ମହାନ୍ତି,soyam ସିଦ୍ଧା ପରିଜା, Anaya ଦାସ, ସ୍ମୃତି ରଞ୍ଜନ ସାହୁ, ବିଶ୍ଵ ବନ୍ଦୀତା ସାହୁ, ବିଭବ ସାହୁ ତଥା ବ୍ରୋଞ୍ଜ ରେ Sivika ମିଶ୍ର, ଶ୍ରୀ ଆଦିତ୍ୟ ଆଶୀର୍ବାଦ ବାରିକ, ଶ୍ରିୟା ମିଶ୍ର, Betasmita ବେହେରା ପ୍ରମୂଖ ଟ୍ରଫି ପାଇଥିଲେ, ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ

ସଭାପତି ଓଡିଶା ଟାଇକଣ୍ଡୋ ଆସୋସିଏସନ ଥିବା ବେଳେ ସମ୍ପାଦକ ଶ୍ରୀ ସନ୍ତୋଷ ମହାନ୍ତି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିଥିଲେ, Kalinga ଟାଇ କଣ୍ଡୋ ଆସୋସିଏସନ ର ସଭାପତି ଶ୍ରି ଚନ୍ଦନ କୁମାର ସାହୁ, ସମ୍ପାଦକ ଶ୍ରି ପ୍ରଦୀପ କୁମାର କାଣ୍ଡି ଶୁଭେଚ୍ଛା ଜଣାଇଥିଲେ,



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-22-scaled.jpg)
