ଟ୍ରକ ଦୁର୍ଘଟଣାରେ ବ୍ରୃଧାର ମୃତ୍ୟୁ।…..
କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ 26ନମ୍ବର ଜାତିୟ ରାଜପଥ,ଜୁନାଗଡ ଦେଇ ତାମିଲନାଡୁ ଯାଉଥିବାବେଳେ,ବଲଧିଆମାଲ ଠାରେ ଏକ ମାଲ୍ ବୋଝେଇ ଟ୍ରକ TS 08 UE 8838, ବଲଧିଆମାଲ ର ଶ୍ରୀ କଲପେଶ୍ବର ମେହେର (70) ବଲଧିଆମାଲ ଛକକୁ ଚାପିଇବାପାଇ ଜାଉଥିବା ସମୟରେ ହଠାତ୍ ଟ୍ରକ ଆଶି ତାଙ୍କ ଉପରକୁ ମାଡିଜାଇଥିଲା,ଫଲରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି,ଗ୍ରାମରଲୋକ ଜୁନାଗଡ ଥାନା କୁ ଜଣାଇବାପରେ ପୋଲିସ ପହଞ୍ଚି ଟ୍ରକକୁକାବୁ କରିଛି,ପରିବାର ଲୋକଙ୍କ ଉପସ୍ଥିତିରେ,ଶବକୁ ଆମ୍ବୁଲାନ୍ସ ଡାକି ଜୁନାଗଡ ଡାକ୍ତରଖାନା କୁ ପୋଷ୍ଟମର୍ଟନ ପାଇଁ ପଠାଜାଇଛି,ଓ ଜୁନାଗଡ ଥାନାରେପରିବାର ଲୋକ କେଶ ରୁଜୁ କରିଛନ୍ତି, କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



