
ଲମ୍ବୋଦର ବିଜ୍ଞାନ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ସର୍ମଦ୍ଧନା..। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ଲମ୍ବୋଦର ବିଜ୍ଞାନ କଲେଜରେ 85%ରୁ92% ସଫଳତା ପାଇଥିବାଛାତ୍ର ଛାତ୍ରୀ ମାନଙ୍କୁ ,କଲେଜର ଚେୟାରମ୍ୟାନ ଶ୍ରୀ ହିମାଂଶୁ ଶେଖର ମେହେର,ସମ୍ପାଦକ ଶ୍ରୀ ନିହାର ରଞ୍ଜନ ମେହେର,ଉପସ୍ଥିତ ରହି କଲେଜ ରେ 238 ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିବାବେଲେ 100%ରିଜଲଟ ଥିବାବେଲେ 80 ଜଣପିଲା75%ରୁ80%ପାଇଥିବା ଜଣାଇଥିଲେ।ଶ୍ରୀ ରାହୁଲ କେତକୀ 92%ପାଇଥିବାବେଲେ ଶ୍ରୀ ଓମ୍ ପ୍ରକାଶ ନିଆଲ 90%ପାଇ ଥିବା ପ୍ରକାଶ କରିଥିଲେ ଓ16ଜଣ ଛାତ୍ର ଛାତ୍ରୀ ଙ୍କୁ ଫୁଲଗୁଚ୍ଛଦେଇ ସର୍ମଦ୍ଧନା ଜଣାଇଥିଲେ। ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ,କଲେଜ ଅଧ୍ୟାପକ ଶ୍ରୀସରୋଜ କୁମାର ମହାନ୍ତି ଓ କଲେଜ ର ସମସ୍ତ ଅଧ୍ୟାପକଙ୍କ ଗୁରୁତ୍ବପୁର୍ଣ କଲେଜ ପ୍ରତିରହିଥିବା ଚେୟାରମେନ ଜଣେଇଥିଲେ, ଛାତ୍ର ଛାତ୍ରୀ ମାନେ କଲେଜରେ ସୁନ୍ଦର ଭାବରେପାଠପଢା ହେଉଥିବା କହିଥିଲେ,ଅଭିଭାବକ ଓ କଲେଜର ସମସ୍ତ ଅଧ୍ୟାପକ ଉପସ୍ଥିତି ରହିଥିଲେ।କଲେଜ ର ବହୁତ ସଫଳତା ରହିଥିବା ଅଭିଭାବକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜୁନାଗଡରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




