ଘରୋଇ କମ୍ପାନୀ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଅଞ୍ଚଳର ଆଦିବାସୀ ଯୁବକ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ କାରାକୋଲା ଓ କାରାଖେଣ୍ଡରା ଅଞ୍ଚଳରେ ଥିବା ଘରୋଇ କମ୍ପାନୀ ରୁଙ୍ଗଟା କମ୍ପାନୀ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଅଞ୍ଚଳର ବାସିନ୍ଦା, ଯାହାକୁ ନେଇ ସେମାନେ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି, ଅଭିଯୋଗ ଗ୍ରହଣ କରିବା ପରେ ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବରଦା ପ୍ରସନ୍ନ ସାହୁ ଙ୍କ ନେତୃତ୍ୱରେ ଏକ ଟିମ୍ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଘଟଣା ସ୍ଥଳକୁ ଯାଇ ସର୍ଜମିନ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଥିଲା। ଏବଂ ବଡ଼ବିଲ ଥାନାଧିକାରୀ ଅଭିଯୋଗ କାରୀଙ୍କୁ ପୁର୍ଣ୍ଣ ସହଯୋଗ ସହ ପଦକ୍ଷେପ ଗ୍ରହଣ କରିବାକୁ ଆଶ୍ଵାସନା ଦେଇଥିବା ଅଭିଯୋଗକାରୀ ଯାକ୍ରିଏସ୍ କିଷ୍ପଟା କହିଛନ୍ତି।ଶୁଣନ୍ତୁ କଣ ରହିଛି ଅଭିଯୋଗ ଏହି କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କର କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

