ସରକାରୀ ଜମି ଯଥା ଗୋଚର, ପାହାଡ଼ କିସମ ଜମିକୁ ନିଜ ରେକର୍ଡଭୁକ୍ତରୁ ଉଛେଦ ଏବଂ ଭବିଷ୍ୟତରେ ଏପରି ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆପ୍ ର ଦାବିପତ୍ର

ସରକାରୀ ଜମି ଯଥା ଗୋଚର, ପାହାଡ଼ କିସମ ଜମିକୁ ନିଜ ରେକର୍ଡଭୁକ୍ତରୁ ଉଛେଦ ଏବଂ ଭବିଷ୍ୟତରେ ଏପରି ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆପ୍ ର ଦାବିପତ୍ର

ଢେଙ୍କାନାଳ : ଜିଲ୍ଲାର ଅନେକ ସରକାରୀ ଜମି ଯଥା ପାହାଡ଼, ପର୍ବତ, ଗୋଚର, ସ୍ମଶାନ କିସମ ଜମିକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦୀର୍ଘ ଦିନରୁ ଜବରଦଖଲ କରି ଆସୁଛନ୍ତି ଏବଂ ପରେ ସରକାରୀ କର୍ମଚାରୀମାନଙ୍କୁ ହାତ କରି /ଚାନ୍ଦା ଦେଇ ନିଜ ନାମରେ ରେକର୍ଡ କରୁଛନ୍ତି । ଏପରି ଜମି ଯାଗା ଗୁଡିକ ଉଛେଦ କରାଯାଇ ରାଜ୍ୟ ସରକାରଙ୍କ ଖାତାକୁ ଅଣାଯିବା ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା l ସୂଚନା ମୁତାବକ ମୌଜା ଯତନ ନଗର ଖାତା ନଂ ୫୦/୩୭୪, ପ୍ଲଟ ନମ୍ବର ୨୭୪/୫୧୧ ରେ ଏ ୧୧. ୬୦ ଓ ୨୭୬/୫୧୨ରେ ଏ ୭.୪୦, ମୋଟ ୧୯ ଏକର, କିସମ ପର୍ବତ ତିନି, କୃଷ୍ଣ ଚନ୍ଦ୍ର ପାତ୍ର, ପିତା ମଧୁସୂଦନ ପାତ୍ର, ଜା- ପାଟରା, ବାସ-ସିମିଳିଆ, ୨୦୧୭ ମସିହାରେ ଦା.ଖ କେସ ନଂ ୩୪୪୨/୧୭ ଦ୍ୱାରା ନିଜ ନାମରେ ରେକର୍ଡ ଭୁକ୍ତ କରିଛନ୍ତି । ଏହି ଜମିର ବଜାର ଦର ପ୍ରାୟ ୨୦,୦୦,୦୦,୦୦୦ ଟଙ୍କା (କୋଡ଼ିଏ କୋଟି ଟଙ୍କା)ରୁ ଉର୍ଦ୍ଧ୍ୱ ହେବ । ଏହା ଅନଲାଇନ ପୋର୍ଟାଲ “ଭୁଲେଖ” ରେ ଦର୍ଶାଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜିଲ୍ଲାରେ ଅନେକ ଭୂମିହୀନ ଲୋକ ଭଡା ଘରେ ରହୁଥିବା ବେଳେ, ଢେଙ୍କାନାଳ ସହରରେ ସରକାରୀ ଅନୁଷ୍ଠାନ, ଯାନବାହାନ ପାର୍କିଂ, ସାଧାରଣ ଲୋକ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ପାର୍କ ଟିଏ କରିବାପାଇଁ ସରକାରୀ ଜମି ନାହିଁ । କିନ୍ତୁ ଜଣେ ଜଣେ ବ୍ୟକ୍ତି ଏତେ ପରିମାଣର ପାହାଡ଼ ପର୍ବତ, ଗୋଚର ଜମି ନିଜ ନାମରେ ରେକର୍ଡ କରିବା ଦୁର୍ଭାଗ୍ୟଜନକ । ତାଛଡା ବିଭିନ୍ନ ବେସରକାରୀ ଉଦ୍ୟୋଗ, ରାସ୍ତାଘାଟ ପାଇଁ ମଧ୍ୟ ଏପରି ଜମି ଗୁଡିକ ଜବର ଦିଆଯାଉଛି l ଗରିବ ଭୂମି ହୀନ ଲୋକଟିଏ ଜାଗା ଅଧଗୁଣ୍ଠ ପାଉନଥିବା ବେଳେ ଜଣେ ବ୍ୟକ୍ତି ବା ଉଦ୍ୟୋଗପତି ମାନଙ୍କୁ ଏପରି ଏକର ଏକର ଜମି ଅକ୍ତିଆର କରିବା ଅନୁଚିତ l ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ନିମ୍ନ ଲିଖିତ ଦାବି କରୁଛି : ପର୍ବତ ପାହାଡ଼ କିସମ ଜମିକୁ ନିଜ ନାମରେ ରେକର୍ଡ କରିବା କିପରି ସମ୍ଭବ ହେଲା? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ,ଜିଲ୍ଲାର ଅନେକ ଗୁଡ଼ିଏ ଜଳାଶୟକୁ ପୋତାଯାଇ କିସମ ପରିବର୍ତ୍ତର୍ନ କରାଯାଇ ବିକ୍ରି କରାଯାଉଛି । ଏହା ବନ୍ଦ କରାଯାଉ,ଗତ ୧୦ ବର୍ଷ ଭିତରେ ଉପରୋକ୍ତ କିସମ ପାହାଡ଼ ପର୍ବତ ଓ ଗୋଚର ଜମି ଗୁଡିକୁ ଯେଉଁ ବ୍ୟକ୍ତିମାନେ ନିଜ ନାମରେ ରେକର୍ଡ ଭୁକ୍ତ କରିଛନ୍ତି, ତାହା ଦାଖଲ ଖାରଜ କରାଯାଇ ଓଡ଼ିଶା ସରକାରଙ୍କ ନାମରେ କରାଯାଉ ଓ ଢେଙ୍କାନାଳ ସହର ଭିତରେ ଅନେକ ବ୍ୟକ୍ତି ଜାଗାବାଡି ବେପାର କରି ପୂର୍ବରୁ ଥିବା ନାଳ ଗୁଡିକୁ ଜବର ଦଖଲ କରୁଛନ୍ତି କିମ୍ବା ବିକ୍ରି କରୁଛନ୍ତି ସେଠାରେ ଦୋକାନ ଘର କରି ଭଡା ସୂତ୍ରରେ ଲଗାଉଛନ୍ତି । ଫଳରେ ରାସ୍ତା ସଂକୀର୍ଣ୍ଣ ହେଉଛି, ଡ୍ରେନେଜ ବ୍ୟବସ୍ଥା କରାଯାଇ ପାରୁନାହିଁ । ତାହା ତଦନ୍ତ କରାଯାଇ ଉଛେଦ କରାଯାଉ । ଯଦି ଏହା କରାନଯାଏ ଆମ୍ ଆଦମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ପ୍ରସନ୍ନ ବରାଳ, ଓଡାପଡ଼ା ବ୍ଲକର ପିତାମ୍ବର ଦାସ, ଅନିଲ ନାଥ, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech