ଏନଏଚଏଆଇ ପାଇଁ ଆର୍ଥିକ କ୍ଷତି ସହୁଛି ଓଡିଶା

ଭୂବନେଶ୍ବର: ବର୍ଷ ବର୍ଷ ଧରି ଅଧାରେ ପଡିରହୁଛି ରାଜପଥ ନିର୍ମାଣ କାମ। ଏନଏଚଏଆଇ ବିଳମ୍ବ ପାଇଁ ବ୍ୟାପକ ଆର୍ଥିକ କ୍ଷତି ସହୁଛି ଓଡିଶା । ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି ତ ଏନଏଚ୍-୫୫ର ଚାରିଲେନ୍ ସଂପ୍ରସାରଣ କାମ ଦୀର୍ଘ ବର୍ଷ ଧରି ପଡିରହିଛି। ଅନୁଗୁଳ ଦେଇ କଟକରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି ରାଜପଥର ଭୂମିକା ସେହି ଅଞ୍ଚଳର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ରହିଛି ।

ହେଲେ ଡେଡଲାଇନ୍ ଘୁଞ୍ଚି ଘୁଞ୍ଚି ଚାଲିଛି, କାମ ଶେଷ ହୋଇପାରୁନି । ଲୋକେ ଯାତାୟତ ପାଇଁ ସମସ୍ୟା ଭୋଗିବା ସହ ଏହି ରାସ୍ତାରେ ଦୁର୍ଘଟଣା ବଢିଛି । ସେପଟେ ଆର୍ଥିକ ବିକାଶ ବି ଅପେକ୍ଷାରେ ରହିଛି ।ଅନିଶ୍ଚିତତା ଘେରରେ ଉପକୂଳ ରାଜପଥଭାରତମାଳା ଯୋଜନା ଅଧୀନରେ ରାଜ୍ୟରେ ଉପକୂଳ ରାଜପଥ ନିର୍ମାଣ ହେବାର ଯୋଜନା ରହିଛି । ହେଲେ ବର୍ଷ ବର୍ଷ ଏଥିରେ ବିଳମ୍ବ କରିବା ପରେ ଗତ ସପ୍ତାହରେ ଟେଣ୍ଡର ବାତିଲ କରିଛି ଏନଏଚଏଆଇ । ଗତ ଜାନୁଆରୀ ମାସରେ ୭ହଜାର ୪୦କୋଟି ଖର୍ଚ୍ଚରେ ଚାରି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ୩୪୬କିଲୋମିଟର ଚାରିଲେନ୍ ବିଶିଷ୍ଟ ରାସ୍ତା ପାଇଁ ବିଡ ଆବେଦନ କରାଯାଇଥିଲା । ତେବେ ଏହାର ୪ମାସ ପରେ ଟେଣ୍ଡର ବାତିଲ କରାଯାଇଛି । ଏବେ ଚାରି ଲେନ୍ ବିଶିଷ୍ଟ ଉପକୂଳ ରାଜପଥକୁ ୨ଲେନ୍ ବିଶିଷ୍ଟ କରିବାକୁ ବିଚାର କରୁଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।କାହିଁକି ଏତେ ବିଳମ୍ବ ?୪୫୧କିଲୋମିଟର ବିଶିଷ୍ଟ ଉପକୂଳ ରାଜପଥକୁ ୨୦୧୮ରେ ଅନୁମୋଦନ କରାଯିବା ସହ ରାଜ୍ୟ ସରକାରଙ୍କ ମଂଜୁରୀ ପାଇଁ ପଠାଯାଇଥିଲା। ସେତେବେଳେ ରାଜ୍ୟ ସରକାର ଚିଲିକା ଲାଗୁନକୁ ଏଥିରୁ ବାଦ୍ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହାର ପରବର୍ଷ ଆଉ କିଛି ସଂରକ୍ଷିତ ଅଞ୍ଚଳକୁ ବାଦ ଦିଆଯିବା ସହ ପ୍ରକଳ୍ପକୁ କମାଇ ୩୭୭କିଲୋମିଟର କରାଗଲା । ତେବେ ପରେ ସ୍ଥାନୀୟ ଲୋକଙ୍କ ବିରୋଧ ଓ ଅନ୍ୟ ସମସ୍ୟା ପାଇଁ ପୁଣି ଏଥିରେ ପରିବର୍ତ୍ତନ କରାଗଲା । ଶେଷରେ ୩୪୬କିଲୋମିଟର ପ୍ରକଳ୍ପ ଚୂଡାନ୍ତ କରାଗଲା । ୟା ଭିତରେ ତିନି ତିନି ଥର ଡିପିଆର ବଦଳିଛି, ଟେଣ୍ଡର ବାତିଲ୍ ହୋଇଛି । ଚଞ୍ଚକତା କରି ୪ଲେନରୁ ୨ଲେନ୍ ବିଶିଷ୍ଟ ଉପକୂଳ ରାଜପଥ କରିବା ନେଇ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି ।ଅଟକିଛି ୫୫ନମ୍ବର ଜାତୀୟ ରାଜପଥକେବଳ ଉପକୂଳ ରାଜପଥ ନୁହେଁ ରାଜ୍ୟର ଅନେକ ପ୍ରକଳ୍ପ ବିଳମ୍ବ ନେଇ ବି ବିବାଦରେ ରହିଛି ଏନଏଚଏଆଇ । କଟକରୁ ସମ୍ବଲପୁର ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମ ଶେଷ ହେବାର ଡେଡଲାଇନ୍ ଘୁଞ୍ଚି ଘୁଞ୍ଚି ଚାଲିଛି । ଫଳରେ ସେହି ଅଞ୍ଚଳରେ ଆର୍ଥିକ ବିକାଶ ପ୍ରଭାବିତ ହୋଇଛି । ବିଭିନ୍ନ କାରଣ ପାଇଁ ୨୬୩ କିଲୋମିଟରର ଏହି ରାଜପଥ କାମ ବିଳମ୍ବ ହେଉଛି । ମୁଖ୍ୟ ଠିକାଦାର ଦେବାଳିଆ ହେବାଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପାଇଁ ଅଣ୍ଡରପାସ୍ ପ୍ଲାନ୍ ନକରିବା ପର୍ଯ୍ୟନ୍ତ ବିଳମ୍ବର କାରଣ ପାଲଟିଛି । ଗତବର୍ଷ ଏକ ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚାଲିଥିବା ୨୦ଟି ପ୍ରକଳ୍ପ ମଧ୍ୟରୁ ୧୩ଟି ବିଳମ୍ବରେ ଚାଲିଛି । ୭୭୬କିଲୋମିଟର ପ୍ରକଳ୍ପ ମଧ୍ୟରୁ ୩୬୪ କିଲୋମିଟର ପ୍ରକଳ୍ପ କାମ ତିନି ବର୍ଷରୁ ଅଧିକ ସମୟ ବିଳମ୍ବରେ ଚାଲିଛି । ଏନଏଚଏଆଇ ନିମ୍ନ ମାନର କାମ ସହ ଖାମଖିଆଲ ମନୋବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାକୁ ଆସିଛି ।ଅର୍ଥନୈତିକ କରିଡର ନିର୍ମାଣରେ ବିଳମ୍ବ ଯୋଗୁଁ ବ୍ୟାପକ କ୍ଷତି ସହୁଛି ଓଡିଶା । ବିକାଶର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ଡବଲ୍ ଇଞ୍ଜିନ ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି କ୍ଷମତାରେ ରହିଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ଆଗରେ ରାଜ୍ୟରେ ଏନଏଚଏଆଇ ବିଳମ୍ବ ପ୍ରସଙ୍ଗ ଉଠାଇବା ଜରୁରୀ । କାରଣ ପ୍ରକଳ୍ପ ବିଳମ୍ବ ଯୋଗୁଁ ରାଜ୍ୟ ଅର୍ଥନୈତିକ କ୍ଷତି ସହିବା ସହ ଦୁର୍ଘଟଣା ଜୀବନ ନେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech