ଓଡ଼ିଆ ସିନେମା “ଆଇ ଆମ୍ କାଳିଆ”ର ଅଡିଓ ରିଲିଜ୍, ଜୁଲାଇ ୪ରେ ଶୁଭମୁକ୍ତି

ଭୂବନେଶ୍ୱର – ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ର ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅତୀତରେ ଓଡ଼ିଆ ସିନେମାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତମାନଙ୍କ ଉପରେ ଆଧାରିତ ଅନେକ କାହାଣୀ ହୋଇଛି ହେଲେ ବର୍ତ୍ତମାନ ସମୟରେ ମଧ୍ୟ ମହାପ୍ରଭୁଙ୍କୁ ଖୁବ ଭକ୍ତି କରୁଥିବା, ତାଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିବା ଅନେକ ବ୍ୟକ୍ତି ଆମ ସମାଜରେ ଅଛନ୍ତି, ଯେଉଁମାନେ ଈଶ୍ୱରଙ୍କ ପ୍ରତି ପ୍ରେମ ପାଇଁ ନିଜର ଦୈହିକ ପ୍ରେମକୁ ମଧ୍ୟ ତୁଛ ମନେକରନ୍ତି l ସେହିପରି ଏକ ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ ନେଇ ଗଢି ଉଠିଛି ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ l

ଏହି ଅଡିଓ ରିଲିଜ୍ ଉତ୍ସବରେ ଅତିଥି ମଧ୍ୟରେ ଥିଲେ ଅଭିନେତା ଆକାଶ ଦାସ ନାୟକ, ବିଜେପିର ବରିଷ୍ଠ କର୍ମକର୍ତ୍ତା ସମୀର ମହାନ୍ତି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ, ନିର୍ଦେଶକ ସୁବାଷ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ ଅଭିନେତା ଶକ୍ତି ବରାଳ, କାହାଣୀ ଲେଖକ, ନିର୍ଦ୍ଦେଶକ ହରିହର ମହାପାତ୍ର, ପ୍ରଯୋଜକ ସୁବାଷ ସାହୁ, ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଟିକି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ସିନେମାଟି ମହାପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ କାହାଣୀ ବୋଲି ନିର୍ଦେଶକ ହରିହର ମହାପାତ୍ର କହିଥିଲେ l ଭାଷା,ସାହିତ୍ୟ,କଳା, ସାହିତ୍ୟ, ଆମ ଗଳ୍ପ ଓ ପରମ୍ପରାକୁ ନେଇ କାମ କରିବା ସହିତ ଆମେ ପ୍ରଥମେ ଦେଖିବା ଏବଂ ସକାରତ୍ମକ ଭାବେ ଲୋକଙ୍କ ପାଖରେ ପରିବେଷଣ କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଡଃ ଇତି ସାମନ୍ତ ମତବ୍ୟକ୍ତ କରିଥିଲେ lମହାପ୍ରଭୁଙ୍କ ଉପରେ ହେଉଥିବା ସିନେମା ର କଳାକାର ଏକ ଅପୂର୍ବ କୃପା ପାଇଥାନ୍ତି ହରିହର ମହାପାତ୍ରଙ୍କ ନିର୍ଦେଶନାରେ ହୋଇଥିବା ସିନେମା ନିଶ୍ଚୟ ସଫଳ ହେଉ ବୋଲି ଅଭିନେତା ଏବଂ ବିଧାୟକ ଆକାଶ ଦାସ ନାୟକ ମତବ୍ୟକ୍ତ କରିଥିଲେ l ହରିହର ମହାପାତ୍ରଙ୍କ ନିଜସ୍ୱ ଏବଂ ମୌଳିକ ଚିନ୍ତାଧାରାରେ ହୋଇଥିବା ସିନେମା ନିଶ୍ଚୟ ଓଡ଼ିଆ ସିନେ ଜଗତରେ ନିଶ୍ଚୟ ଚହଳ ସୃଷ୍ଟି କରିବ ବୋଲି ସମୀର ମହାନ୍ତି କହିଥିଲେ lଆମ ଚଳଣିର ସୂତ୍ର ମହାପ୍ରଭୁ ଆମକୁ ଦେଇଛନ୍ତି ଏଣୁ ଏ ବାସ୍ତବବାଦୀ ସିନେମା ନିଶ୍ଚୟ ଭଲ ଚାଲିବ ବୋଲି କାଳନ୍ଦୀ ସାମଲ କହିଥିଲେ l ସମ୍ପ୍ରତି ଓଡ଼ିଆ ସିନେମା ଓଡ଼ିଶାରେ ରେକର୍ଡ ସୃଷ୍ଟି କରୁଛି ବୋଲି ପ୍ରଯୋଜକ ସଚ୍ଚିକାନ୍ତ ଜେନା କହିଥିଲେ l ସୁବାଷ ସାହୁ ପ୍ରଯୋଜିତ “ଆଇ ଆମ୍ କାଳିଆ” ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ହରିହର ମହାପାତ୍ର, ରୁଷିଆର ଜଣେ ପ୍ରଖ୍ୟାତ ଥିଏଟର ଅଭିନେତ୍ରୀ ଅନିୟା, କୁନା ତ୍ରିପାଠୀ,ପୁଷ୍ପା ପଣ୍ଡା,ସାତ୍ୱକି ମିଶ୍ର ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି lକାହାଣୀ ମୋନାଲିସା ମହାପାତ୍ର, ଚିତ୍ରନାଟ୍ୟ ଓ ନିର୍ଦେଶନା ହରିହର ମହାପାତ୍ର ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ. ସହ-ନିର୍ଦେଶକ ଆଶିଷ ବେହେରା, ଚିତ୍ରଉତ୍ତୋଳନ କରିଛନ୍ତି କାନ୍ହୁ ନନ୍ଦ ଶୁଭମ.ପ୍ରଡ଼କସନ ଡିଜାଇନର ସାରଦା ନାୟକ ଏବଂ ପ୍ରଚାର ପ୍ରସାର ଦାଇତ୍ୱରେ ଅଛନ୍ତି ପ୍ରଣୟ ଜେଠୀ l ଉପଦେଷ୍ଟା ଅଛନ୍ତି ଅମୀୟ ମହାରଣା lବୈଦ୍ୟନାଥ ଦାସ ସଂଗୀତ ନିର୍ଦେଶକ ଥିବା ବେଳେ ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର,ଡ଼ ଶୁଭ ଦାଶ, ପ୍ରମୋଦ ପରିଡା ଏବଂ ନିହାର ପ୍ରିୟାଶୀସ l ଏହି ସିନେମାରେ ଚାରିଟି ସଂଗୀତ ରହିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା,କୁଲଦୀପ,ପ୍ରଜ୍ଞା ହୋତା, ଶ୍ରୀଚରଣ, ସୁକାନ୍ତ କୁଣ୍ଡୁ ଏବଂ ସଂଜୁ ମହାନ୍ତି l କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ, ରାଜା ମହନ୍ତ ଏବଂ କୁମାର ମଣ୍ଟୁ lଶ୍ରୀକ୍ଷେତ୍ର ପୁରୀରେ ସିନେମାଟି ସମ୍ପୂର୍ଣ୍ଣ ଶୁଟିଙ୍ଗ ହୋଇଛି.ଉଲେଖଯୋଗ୍ୟ ବିଦେଶିନୀଙ୍କୁ ମୁଖ୍ୟ ଚରିତ୍ର ନେଇ ଏହା ତୃତୀୟ ଓଡ଼ିଆ ସିନେମା l ଅଡିଓ ରିଲିଜ ଉତ୍ସବରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଡ଼ ଶ୍ରୀନିବାସ ଘଟୁଆରୀ l ଓଡ଼ିଆ ସିନେମା ଜଗତର ବିଶିଷ୍ଟ ସିନେ ତାରକା, ସଂଗୀତ ନିର୍ଦେଶକ, କଣ୍ଠଶିଳ୍ପୀ, ଚଳଚ୍ଚିତ୍ର ସମୀକ୍ଷକ ଅନେକ ବିଶିଷ୍ଟ କଳାକାର, ନିର୍ଦେଶକ, ଟେକନିସିଆନ ତଥା ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ l “ଆଇ ଆମ କାଳିଆ” ଚଳଚ୍ଚିତ୍ର ଆସନ୍ତା ବାହୁଡା଼ ଅବସରରେ ଜୁଲାଇ ଚାରି ତାରିଖ ଦିନ ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ଅଡିଓ ରିଲିଜ ଉତ୍ସବରେ ଘୋଷଣା କରାଯାଇଛି l

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech