ଶ୍ରୀ ଶ୍ୟାମ ରୋଷେଇ ନିଶୁଳ୍କ ଭୋଜନ ସେବା ଅନୁଷ୍ଠିତ
ଅଦ୍ୟ ତା ୨୪/୦୭/୨୦୨୫ ଗୁରୁବାର ଦିନ ବରଗଡ଼ ରେଲୱେ ଷ୍ଟେସନ ଠାରେ ଶ୍ରୀ ଶ୍ୟାମ ନିଶାନା ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ଅଗ୍ରୱାଲ ,ଶ୍ରୀଯୁକ୍ତ ମୟଙ୍କ ଅଗ୍ରୱାଲ,ଭୁବନ ଅଗ୍ରୱାଲ ଓ ଶ୍ରୀ ଶ୍ୟାମଜୀ ସେବା ମଣ୍ଡଳ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିଶୁଳ୍କ ଭୋଜନ ସେବା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶତାଧିକ ଭକ୍ତ ଭୋଜନ ଗ୍ରହଣ କରିଥିଲେ । ଏହି ଦିବସରେ ଟ୍ରଷ୍ଟ ର ମହିଳା ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


