ଓଡ଼ିଆ ସିନେମା ଓ ଗଣମାଧ୍ୟମର ଉନ୍ନତି ବିକଶିତ ଓଡ଼ିଶାର ଚାବିକାଠି – ପ୍ରଭାତୀ ପରିଡ଼ା

ଇଣ୍ଡିଆନ ଚାମ୍ବର ଅଫ କମର୍ସ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଆଇସିସି ମିଡିଆ ଓ ଏଣ୍ଟରଟେନମେଣ୍ଟ ସିମ୍ପୋଜିୟମ୍‌ ୨୦୨୫। ଆଇସିସି ପକ୍ଷରୁ ଓଡିଶା ସରକାରଙ୍କ ମିଳିତ ଅନୁକୂଲ୍ୟରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ବିକାଶ ଏବଂ ଏହା ଜରିଆରେ ଓଡ଼ିଶାକୁ କିପରି ବିକାଶର ନୂଆ ଶିଖରରେ ପହଞ୍ଚାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।”ଓଡ଼ିଶାର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ନିବେଶ, ନବସୃଜନ ଓ ସୃଜନଶୀଳତା ଜରିଆରେ ଆହୁରି ବିକଶିତ ହୋଇପାରିବ। ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସବୁ ପ୍ରକାର ସହଯୋଗ ଦେବାକୁ ସରକାର ପ୍ରତିବଦ୍ଧ। ସରକାର ଓ ଗଣମାଧ୍ୟମ ସକାରାତ୍ମକ ଢଙ୍ଗରେ ଯୋଡ଼ିହେଲେ ପ୍ରଶାସନ ସହଜରେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ”, କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଗମନ ପରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ସୃଜନଶୀଳତା ବଳରେ ଉଦ୍ୟୋଗୀ ହେବା ଲାଗି ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସେସନକୁ ସମ୍ବୋଧିତ କରି ଆଇସିସି ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ରାଜୀବ ଶେଖର ସାହୁ ଓଡ଼ିଆ ସିନେମାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକ‌ତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, “ନିକଟ ଅତୀତରେ ପ୍ରତୀକ୍ଷା, ଦମନ ଭଳି ବହୁ ଲୋକପ୍ରିୟ ଓଡ଼ିଆ ସିନେମା ଲୋକଙ୍କ ମନ ଜିଣିଛି। ତେବେ ସେଗୁଡ଼ିକ ପାଇଁ ସିନେମା ହଲ୍‌ର ଅଭାବ ରହିଛି। ରାଜ୍ୟରେ ଗତ ତିନି ଦଶନ୍ଧିରେ ବହୁ ସିନେମା ହଲ୍ ବନ୍ଦ ହୋଇଯାଇଛି। ତେଣୁ ରାଜ୍ୟରେ ଅଧିକରୁ ଅଧିକ ସିନେମା ହଲ୍ ସ୍ଥାପନ କରିବା ପାଇଁ ସବ୍‌ସିଡି ଦେଇ ସରକାର ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି।”ଆଇସିସି ମିଡିଆ ଓ ଏଣ୍ଟରଟେନମେଣ୍ଟ ସିମ୍ପୋଜିୟମରେ ଓଡ଼ିଶାର ଗଣମାଧ୍ୟମ, ଡିଜିଟାଲ ମିଡ଼ିଆ ଓ ସିନେମା ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କୁ ନେଇ କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ ଏକ ପ୍ଲିନାରୀ ସେସନ ଆୟୋଜିତ ହୋଇଥିଲା।ଏଥିରେ ଓଡ଼ିଶାର ଗଣମାଧ୍ୟମ, ସିନେମା, ଡିଜିଟାଲ ମିଡ଼ିଆ, ଓଟିଟି ତଥା ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟକୁ ନେଇ ମାନସ ମନ୍ଥନ କରାଯାଇଥିଲା।କାର୍ଯ୍ୟକ୍ରମରେ ଆଇସିସି ଗଣମାଧ୍ୟମ ଓ ମନୋରଞ୍ଜନ କମିଟିର ସଂଯୋଜିକା ବିଭାବରୀ ରଥ କମିଟିର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଓଡ଼ିଶାରେ ସିନେମା ଓ ଗଣମାଧ୍ୟମ କ୍ଷେତ୍ର ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ କରିବାର ଅବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟର ଶିଳ୍ପ ଓ ସଂସ୍କୃତି ବିଭାଗକୁ ଅବଗତ କରିବା ପାଇଁ ଆଇସିସି ଗଣମାଧ୍ୟମ ଓ ମନୋରଞ୍ଜନ ସିମ୍ପୋଜିୟମରେ କମିଟି ପ୍ରସ୍ତୁତ କରାଯାଇଛି। କାର୍ଯ୍ୟକ୍ରମରେ ଆସିଥିବା ବିଭିନ୍ନ ପରାମର୍ଶକୁ ଏକ ରିପୋର୍ଟ ଆକାରରେ ସରକାରଙ୍କୁ ପ୍ରଦାନ କରାଯିବ। ରାଜ୍ୟର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ରହିଥିବା ସମ୍ଭାବନାକୁାକୁ ବିଶ୍ଵସ୍ତରରେ ଉପସ୍ଥାପନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ।”ଏହି କାର୍ଯ୍ୟକ୍ରମରେ ହୋଇଥିବା ପ୍ୟାନେଲ୍ ଆଲୋଚନାରେ ଓଡ଼ିଶାଲାଇଭର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଯୋଗ ଦେଇଥିଲେ। ସେ ଓଡ଼ିଆ ଡିଜିଟାଲ ମିଡିଆ କ୍ଷେତ୍ରରେ ଥିବା ବିଭିନ୍ନ ଚ୍ୟାଲେଞ୍ଜ ବିଷୟରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଡିଜିଟାଲ ମିଡିଆ କ୍ଷେତ୍ରକୁ ଅଗ୍ରାଧିକାର ଦେବା ନେଇ ସେ ଗୁରୁତ୍ୱାରୋପ କରିଥିଲେ।”ଓଡ଼ିଶାରେ ଅନେକ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଆର୍ଥକ ଭାବେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଅନ୍ୟ ଗଣମାଧ୍ୟମ ତୁଳନାରେ ଏହି କ୍ଷେତ୍ରକୁ ବିଶେଷ ବିଜ୍ଞାପନ ତଥା ଅନ୍ୟ ଆନୁସଙ୍ଗିକ ସହାୟତା ମିଳୁନାହିଁ। ରାଜ୍ୟର କଳା, ସଂସ୍କୃତିରୁ ଆରମ୍ଭ କରି ସାହିତ୍ୟ ତଥା ଇତିହାସକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଡିଜିଟାଲ ମିଡିଆର ବଡ଼ ଭୂମିକା ରହିଛି। ରାଜ୍ୟ ସରକାର ଏହି କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକୀୟ ସହାୟତା ତଥା ସ୍ୱତନ୍ତ୍ର ପଲିସି ଆଣିବା ଦରକାର”, କହିଛନ୍ତି ନୀଳାମ୍ବର ରଥ।ସେହପରି ପ୍ୟାନେଲ୍ ଆଲୋଚନାରେ ବିର୍ଲା ଗ୍ଲୋବାଲ୍ ବିଶ୍ଵବିଦ୍ୟାଳୟର ଲୋକସମ୍ପର୍କ ନିର୍ଦ୍ଦେଶକ ଡକ୍ଟର ଜ୍ଞାନରଞ୍ଜନ ମିଶ୍ର ମିଡିଆ ଇଣ୍ଡଷ୍ଟ୍ରିରେ ଯୋଗଦେବାକୁ ଯାଉଥିବା ଯୁବପିଢ଼ିଙ୍କ ପାଇଁ ନୂଆ ପାଠ୍ୟକ୍ରମ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ବିଶିଷ୍ଟ ଅଭିନେତା ତଥା ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ସହ-ପ୍ରତିଷ୍ଠାତା ସୁକାନ୍ତ ରଥ ରାଜ୍ୟ ସିନେମା ଜଗତର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପଗୁଡ଼ିକ ବିଷୟରେ ଚର୍ଚ୍ଚା କରିଥିଲେ।ଏହି ପ୍ୟାନେଲ୍ ଆଲୋଚନାରେ ଆଇସିସି ଗଣମାଧ୍ୟମ ଓ ମନୋରଞ୍ଜନ କମିଟିର ଉପଦେଷ୍ଟା ବ୍ରାଡ୍‌ ମିଶ୍ର, ନିଞ୍ଜା ମିଡିଆ କ୍ରିଏସନ୍ସର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରଞ୍ଜିତ ଚକତ୍, ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ସହ-ପ୍ରତିଷ୍ଠାତା ଚିତ୍ତରଞ୍ଜନ ନାୟକ ଓ ପ୍ରିଲ୍ୟୁଡ୍ ନୋଭେଲ୍ ଭେଞ୍ଚର୍ସର ପ୍ରତିଷ୍ଠାତା ସତ୍ୟବ୍ରତ ସାନୁ ରଥ ଅଂଶଗ୍ରହଣ କରିଥିଲେ। ସେହିପରି ଆଇସିସି ଓଡ଼ିଶାର ଉପାଧ୍ୟକ୍ଷା ନିଲାଞ୍ଜନା ମୁଖାର୍ଜୀ ଓ ଯୁଗ୍ମ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲ୍ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech