ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଝୁଲଣ ପର୍ବ ଆରମ୍ଭ
ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଝୁଲଣ ପର୍ବ ଆରମ୍ଭ ହେଇ ଯାଇଛି। ଗତ କାଲି ୪/୮ ରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତି ପରେ ଝୁଲଣ ମଣ୍ଡପ କୁ ମଦନ ମୋହନ ଙ୍କୁ ବିଜେ କରାଯାଏ । ସେଠାରେ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇ ଭିନ୍ନ ପ୍ରକାର ଭୋଗ ଲାଗି କରାଯାଏ।ରାକ୍ଷୀ ପୂର୍ଣ୍ଣିମା ଦିନ ପୂଜା ଅର୍ଚ୍ଚନା କରାଯାଇ ତା ପର ଦିନ ୧୦/୮ ରେ ଉଦଯାପନୀ କରାଯିବ। ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର ମନ୍ଦୀର ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ଝୁଲଣ ପର୍ବ ପାଳନ କରାଯାଉଛି


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
