ଓଡ଼ିଶା ରାଜସ୍ବ ଅମଲା ସଂଘ ଢେ଼ଙ୍କାନାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଆଜି ଠାରୁ ଅର୍ନିଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି। ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲା ଙ୍କ ମୂଳ ଦରମା ଲେବୁଲ ୯ ର ଆମର ଦାବି ନେଇ ଶତାଧିକ ଅମଲା କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି। ସଭାପତି ବିଭୂତି ଭୂଷଣ ପଟ୍ଟନାୟକ ସଭାପତି ତ୍ୱରେ ଏହି ଧାରଣା କାର୍ଯ୍ୟ କ୍ରମ ଚାଲୁ ରହିଛି ।



