ଦିବଂଗତ ରମ୍ବାରାଣି ଓ ଧ୍ରୁବଚରଣ ସାହୁଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକ ଅନୁଷ୍ଠିତ
ଦିବଂଗତ ରମ୍ବାରାଣି ଓ ଧ୍ରୁବଚରଣ ସାହୁଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକ ଉପଲକ୍ଷେ ରମ୍ବାରାଣି ଓ ଧ୍ରୁବଚରଣ ସ୍କୁତି ପରିଷଦ ପକ୍ଷରୁ ଆସନ୍ତା ୭/୧୦/୨୫ ରିଖ ମଙ୍ଗଳବାର ଦିନ ଥିବା ୧୦ ଘଟିକା ୧୫ ମିନିଟ୍ ସମୟରେ ସ୍କୁତିଚାରଣ ସଭା ଅନୁଷ୍ଠିତ ହେବ।ସେହିଦିନ ସମସ୍ତ ଅତିଥି ମାନଙ୍କୁ ଉତ୍ତରିୟ,ଫାଇଲ,ଖାତା ଓ ଦଟ ଓ ବ୍ୟାଚ ପ୍ରଦାନ କରାଯିବ।ଓ ୧୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯିବ।ଏବଂ ଫଟୋ ସେଶନ ସହିତ ଭିଡିଓ ପରଦା ଓ ଭଜନ ଆଦିର ବ୍ୟବସ୍ଥା ଅଛି ଏବଂ ପୁସ୍ତକ ଲୋକାର୍ପଣ ହେବ।ତାରିଖ,୭/୧୦/୨୫, ମଙ୍ଗଳବାର ଇତି ହତଭାଗ୍ୟ ପୁତ୍ର ,ସରୋଜ,କ୍ଷିରୋଦଝିଅ,ପୁଷ୍ପଲତା,ଆଶାଲତାଆପଣ ମାନଙ୍କ ଚରଣ ଆଶ୍ରୀତ୭୭୫୧୮୦୨୧୨୨, ୮୦୧୮୪୩୪୪୩୨



