:ଅବସର କାଳୀନ ସମ୍ବର୍ଦ୍ଧନା ସଭା..

ହିନ୍ଦୋଳ ଉପଖଣ୍ଡ ଗିରିଧର ପ୍ରସାଦ ପଞ୍ଚାୟତ ଖଣ୍ଡତିରି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ହିନ୍ଦୋଳ ର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଯୋଗ ଦେଇଥିଲେ… ଏହି ଉତ୍ସବରେ ଶ୍ରୀଯୁକ୍ତ ୱାଲି ମୁଦୁଲି ସଭାପତିତ୍ବ କରିଥିବା ବେଳେ ନରେନ୍ଦ୍ର ଦେହୁରୀ, ମଞ୍ଚ ପରିଚାଳନା କରିଥିଲେ.. ଅବସର ନେଇଥିବା ଗାୟତ୍ରୀ ପଟନାୟକ, ବାଟକୃଷ୍ଣ ରାଉତ ନରେନ୍ଦ୍ର ଦେହୁରୀ, ଓ କାର୍ଷିକ ଗଡ଼ନାୟକ କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସାନମାନୀତ କରାଯାଇଥିଲା… ଏହି କାର୍ଯ୍ୟକ୍ରମ ରେ ପ୍ରହଲାଦ ସାମଲ, ରଫିକ ଖାଁ, ଜୀବନ ବିଶ୍ବାଳ ଅସ୍ଥୂଳ ମାଝୀ, ନରେନ୍ଦ୍ର ଦେହୁରୀ, ପ୍ରାଣବନ୍ଧୁ ସାହୁ ରାଜେନ୍ଦ୍ର ସାମଲ, ସୁନୀଲ ପଟନାୟକ,, ଅନୁପମା ଭଞ୍ଜ,, ମୁରଲୀ ଧର ସାହୁ, ଦୁର୍ଯ୍ୟୋଧନ ପାଣି. ଜମ୍ବେଶ୍ବର ସାହୁ, ଶ୍ରୀନିବାସ ବେହେରା, ନିରୋଦ ସାମଲ, ସମସ୍ତ ଆୟୋଜନ ଖଣ୍ଡତିରି ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଅନନୁ ଚରଣ ସାମଲ ଓ ହିନ୍ଦୋଳ କ୍ରୀଡା ଶିକ୍ଷକ ଉମେଶ ସାମଲ, ଅଶୋକ କୁମାର ସ୍ବାଇଁ କରିଥିଲେ ।



