ଢେଙ୍କାନାଳ : ପଦ୍ମ ବଜାର ମଣ୍ଡବା ସାହି ଠାରେ ଝିଅ ବୋହୂ ମାନେ ଦୀର୍ଘ ୫୦ ବର୍ଷ ଧରି ଖୁଦୁରୁକୁଣୀ ପୂଜା କରିଆସୁଛନ୍ତି। ଆଜି ଶେଷ ଦିନ ରେ ସକାଳୁ ଫୁଲ ତୋଳି ମାଳ ଗୁନ୍ତି, ବାଲୁଙ୍କା ପୂଜା କରି, କଳସ ସ୍ଥାପନ କରି ମା ଙ୍କୁ ଆବାହନ କରି ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ଭୋଗ, ଦୀପ ,ଧୂପ ,ଝୁଣା ଓ ଓଷା ବହି ପଠନ କରି ପୂଜା ଅର୍ଚ୍ଚନା କରିଥିଲ। ସଭାପତି ମାମୁନି ସାହୁ, ସଂପାଦକ କାଜଲ ସାହୁ, ମନୀଷା ସାହୁ, ଲିଜା ସାହୁ, ଲଭଲି ସାହୁ ଏବଂ ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତି ରେ ଏହି ପୂଜା ସମ୍ପନ୍ନ ହୋଇଥିଲା।

January 17, 2026/
No Comments


