କାଠକରଞ୍ଜିଆ ରୁ କବିତ୍ରା ମୁହାଁ ହାତୀପଲ,ନଷ୍ଟ କରୁଛନ୍ତି ଏକର ଏକର ଧାନକ୍ଷେତ, ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ
କେନ୍ଦୁଝର:- କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ ବଢ଼ିଚାଲିଛି।୨୯ ଟିକିଆ ହାତୀ ପଲ ରାଜବନ୍ଧ ତୋଟା ସହି ପଟରୁ ଆସି ହର୍ଷପୁର ବାଲି ଦାଣ୍ଡ ସାହିରେ ପଶି ଗୁଡୁ ନାଏକ ଘର ଭାଙ୍ଗୁଥିବା ସମୟରେ ସ୍ଥାନୀୟ ଲୋକ ପାଟିତୁଣ୍ଡ କରିବାରୁ ରେଲୱେ ଫାଟକ ପାର୍ ହୋଇ ହର୍ଷପୁର ଆମ୍ବତୋଟା ଦେଇ ଧାନକ୍ଷେତ ରେ ପଶି ଧାନ ଫସଲ ଖାଇବା ସହ ମାଡିଦଳି ଏକର ଏକର ଧାନକ୍ଷେତ ନଷ୍ଟ କରି ପକାଇଥିବା ନେଇ ସୂଚନା।ନିଯର ଧାନକ୍ଷେତ ଉଜୁଡୁ ଥିବା ଦେଖି ମୁଣ୍ଡରେ ହାତଦେଇ ବର୍ଷିଛନ୍ତି ଚାଷୀ | ହାତୀ ପଲ ଅରଡେଇ ନଦୀରେ ଗାଧୋଇବା ସମୟରେ ଦେଖିବା ପାଇଁ ଭିଡ ଯମିଥିଲା ପରେ ବନବିଭାଗ ଓ ସ୍ଥାନୀୟ ଲୋକ ମିଶି ଘଉଡାଇବାରୁ ହାତୀପଲ ନଦୀପାର ହୋଇ କାଠକରଞ୍ଜିଆ କୁ ପଳାଇ ଥିଲେ ଏବଂ ସେଠାରୁ ନଦୀ ଧାରେ ଧାରେ କବିତ୍ରା ଗ୍ରାମ ଦିଗକୁ ଯାଇଥିବା ନେଇ ସୂଚନା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


