ସରିଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ
ତାଳଚେର 29/09:- ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ବହୁ ଅପେକ୍ଷାର ଅନ୍ତ ଘଟିଲା । ସଙ୍ଘ ର ସଭାପତି ଦିଲ୍ଲୀପ ପାଣି ପୁଣି ଥରେ ବାଜି ମାରି ନେଇଛନ୍ତି । ସେ ଚଳିତ ବର୍ଷ ପୁଣି ସଭାପତି ଓ ତାଙ୍କର ସମସ୍ତ ଟିମ ବିପୁଳ ଭୋଟ ରେ ବାଜିମାତ କରି ନିର୍ବାଚିତ ହୋଇଛନ୍ତି।




