ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମକୁ ନବୀକରଣ କରିଛି। ଏଥିରେ ପୁରୁଣା ଲୋକଙ୍କୁ ବାହାର କରି ନୂଆ ନେତାଙ୍କୁ ସ୍ଥାନିତ କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ..
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ଆଇଟି ଓ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଏହି ସେଲ ଠିକରେ କାମ କରିପାରିଲା ନାହିଁ ବୋଲି 2024 ନିର୍ବାଚନରେ ବିଜେଡି ହାରିଲା ବୋଲି ନବୀନ କହିଆସୁଛନ୍ତି।
ସେଥିପାଇଁ ଦଳ ତାହାର ନୂଆ ଟିମ ଗଠନ କରିଛି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ଆଇଟି ଓ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଏହି ସେଲ ଠିକରେ କାମ କରିପାରିଲା ନାହିଁ ବୋଲି 2024 ନିର୍ବାଚନରେ ବିଜେଡି ହାରିଲା ବୋଲି ନବୀନ କହିଆସୁଛନ୍ତି। ସେଥିପାଇଁ ଦଳ ତାହାର ନୂଆ ଟିମ ଗଠନ କରିଛି।



