ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ – କୋଇଲା ଗ୍ୟାସିଫିକେଶନ୍ ଆଧାରିତ ଆମୋନିଆ-ୟୁରିଆ ପ୍ରକଳ୍ପ ପାଇଁ ₹12,250 କୋଟି ଋଣର ଆର୍ଥିକ ସମାପନ
ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ (TFL) ୨୬ ସେପ୍ଟେମ୍ବର ୨୦୨୫ ରେ ତାଳଚେର, ଓଡିଶାରେ ₹12,250 କୋଟି ଋଣ ପାଇଁ ଚୁକ୍ତିସ୍ବାକ୍ଷର କରି ଆର୍ଥିକ ସମାପନ ସଫଳତାର ସହିତ ସାଧନ କରିଛି। କୋଲ ଇଣ୍ଡିଆ ଲିମିଟେଡ୍, ଗେଲ୍ (ଇଣ୍ଡିଆ) ଲିମିଟେଡ୍, ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍ ଓ ଫର୍ଟିଲାଇଜର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ଙ୍କ ଯୁକ୍ତ ପ୍ରୟାସରେ ସ୍ଥାପିତ TFL, ପ୍ରତିବର୍ଷ 1.27 ମିଲିୟନ୍ ଟନ୍ କୋଏଲ ଗ୍ୟାସିଫିକେଶନ୍ ଆଧାରିତ ଯୁରିଆ ପ୍ଲାଣ୍ଟ ସ୍ଥାପନ କରୁଛି।ଭାରତ ସରକାର TFL କୁ ପୂର୍ବତନ FCIL ର ତାଳଚେର କାରଖାନା ପୁନରୁତ୍ଥାନ ପାଇଁ ନୂତନ କୋଏଲ ଗ୍ୟାସିଫିକେଶନ୍ ଆଧାରିତ ଆମୋନିଆ-ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TFL କୁ ଭାରତ ସରକାରଙ୍କ ପକ୍ଷରୁ ବିଶେଷ Urea Policy ପ୍ରଦାନ କରାଯାଇଛି।Loan Agreement 69 TFL ๑ คิดด (ขฃย์) ໑ ໑໑ State Bank of India ดูด Consortium of Lenders ସ୍ବାକ୍ଷର କରିଥିଲେ । ଏହାରେ ନିର୍ଦ୍ଦେଶକ (ପ୍ରଚାଳନ), TFL ଓ TFL ର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ବିବେକ ଶ୍ରୀବାସ୍ତବଙ୍କ ଉପସ୍ଥିତି ଥିଲା | Consortium ๑ ขอพฯ Lenders া ে ে- Punjab National Bank, Indian Railway Finance Corporation Limited, Union Bank of India, Canara Bank, Indian Bank, Bank of India, Bank of Maharashtra, Indian Overseas Bank 3 Export-Import Bank of India। SBI Capital Markets Limited, এই কাดে, จิต Financial Advisor & Debt Arranger คด คเค ดิดิเTFL ଭାରତର ପ୍ରଥମ ପ୍ରୟାସ, ଯେଉଁଥ୍ରେ କୋଇଲା ଗ୍ୟାସିଫିକେଶନ୍ ତନ୍ତ୍ରଜ୍ଞାନ ଦ୍ବାରା ‘ନୀମ୍ କୋଟେଡ୍ ଯୁରିଆ’ ଉତ୍ପାଦନ ହେବ । ଏହି ପ୍ରକଳ୍ପ ଜାତୀୟ ମାନ୍ୟତାପ୍ରାପ୍ତ । ଏହାର ସଫଳତା, 2030 ସୁଦ୍ଧା 100 ମିଲିୟନ୍ ଟନ୍ କୋଏଲ ଗ୍ୟାସିଫିକେଶନ୍ ସାଧନ କରିବାକୁ ସରକାରଙ୍କ ଲକ୍ଷ୍ୟ ପୂରଣରେ ନୂଆ ପଥ ସୃଷ୍ଟି କରିବ। ଏଥିପାଇଁ କୋଏଲରୁ Synthetic Natural Gas (SNG), Methanol ପରି ବିଭିନ୍ନ କେମିକାଲ୍ ଉତ୍ପାଦନର ନୂତନ ମାର୍ଗ ମଧ୍ଯ ଖୋଲିବପ୍ରକଳ୍ପଟିର ଲକ୍ଷ୍ୟ ହେଉଛି – ଦେଶର ପ୍ରଚୁର ଉପଲବ୍ଧ କୋଏଲକୁ ଗୃହସ୍ଥ ଉର୍ଜା ସମ୍ପଦ ଭାବେ ସର୍ବାଧିକ ବ୍ୟବହାର କରିବା, ପ୍ରାକୃତିକ ଗ୍ୟାସ ଓ ଆମ୍ପାନିକୃତ ଯୁରିଆରୁ ନିର୍ଭରତା କମେଇବା, ‘ଆତ୍ମନିର୍ଭରତା’ (Make in India Initiative) ର ସ୍ବପ୍ନ ସାକାର କରିବା ସହିତ, ବିଶେଷକରି ଓଡିଶା ଓ ସାମାନ୍ୟତଃ ପୂର୍ବ ଭାରତର ଅର୍ଥନୀତି ଓ ନିଯୁକ୍ତିରେ ବିଶେଷ ପ୍ରୋତ୍ସାହନ ଦେବା I




