କାଙ୍କଡ଼ପାଳ ଗ୍ରାମ ତରଫରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ଢେଙ୍କାନାଳ ସଦର କାଙ୍କଡ଼ପାଳ ଗ୍ରାମ ତରଫରୁ 21 ତମ ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି l ତା 06-10-25 ରିଖ ସୋମବାର ଦିନ କଳସ ଯାତ୍ରା ସମାପନ କରି ରାତି 11 ଟା ସମୟରେ ମାତା ଙ୍କୁ ଜିବଦାନ କରାଯାଇ ଥିଲା ଗ୍ରାମ ର ଯୁବକ ଗୋଷ୍ଠୀ , ସଭାପତି ଓ ଅନାନ୍ୟ ବ୍ୟକ୍ତି ଙ୍କ ଦ୍ଵାରା ଗ୍ରାମ ର ସବୁ ଘରେ ପ୍ରସାଦ ବଣ୍ଟନ କରାଯାଇଥିଲା ଆସନ୍ତା 09-10-25 ରେ ବଡ ପୂଜା ,ପ୍ରସାଦ ସେବନ ,ଓ ମା ବ୍ରତ ପାଳନ କରାଯିବା ସହିତ 13-10-25 ରେ ଭସାଣି ଉତ୍ସବ ପାଳିତ ହବ ପୂଜକ ସନ୍ତୋଷ କୁମାର ପଣ୍ଡା ଙ୍କ ଦ୍ଵାରା ପ୍ରତିଦିନ ନୀତି ଅନୁସାରେ ପୂଜା ଅର୍ଚନା ଓ ସନ୍ଧ୍ଯା ଆଳତି ଖୁବ୍ ଆଡମ୍ବର ସହିତ ପାଳିତ ହଉଚି



