ମାଣ ବସା ଦ୍ୱିତୀୟ ଗୁରୁ ବାର ପାଇଁ ବିକ୍ରି ହେଉଛି ଦୁବ ବରକୋଳି ପତ୍ର,ଆମ୍ବଡ଼ାଳ , ଆଖୁଗଛ ଅଁଳା ଡାଳ ଆଖୁ ଗଛ ନୂଆ ଧାନ , ଧାନ ବେଣ୍ଟି ଗୋଟାକ ୪୦ ଟଙ୍କା , ପଦ୍ମ ଫୁଲ ଗୋଟାକ ୫୦ ଟଙ୍କା , ଗେଣ୍ଡୁ ମାଳ ୨୦ ଟଙ୍କା ଗୋଲାପ ଫୁଲ ଗୋଟାକ ୨୦ ଟଙ୍କା ଏହି ପଦ୍ମ ଫୁଲ କଲିକତା ରୁ ଆସି ବିକ୍ରି କରାଯାଉଛି ବୋଲି ଦୋକାନ ମାଲିକ ପ୍ରକାଶ କରିଛନ୍ତି ।ଢେ଼ଙ୍କାନାଳ କୈବଲ୍ୟ ବଜାର ଫୁଲ ବ୍ୟବସାୟୀ ରାମ ଚନ୍ଦ୍ର ମହାପାତ୍ର ୪୦ ବର୍ଷ ଧରି ଏହି ବ୍ୟବସାୟ କରିଆସୁଛନ୍ତି

April 22, 2026/
No Comments


