ଗାଁରୁ ଜାତୀୟସ୍ତର ପର୍ଯ୍ୟନ୍ତ: ଚମକିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ତୃଣମୂଳ କେନ୍ଦ୍ରର ଚାମ୍ପିୟନ
ୟୁପି, ମଧ୍ୟପ୍ରଦେଶରେ ହେଉଥିବା ଏସଜିଏଫ୍ଆଇ ଟୁର୍ଣ୍ଣାମେଣ୍ଟରେ ଟିଏସଏଫ୍ ଫ୍ ସେଣ୍ଟରର ୫ ଯୁବ ଭଲିବଲ୍ ଖେଳାଳି
ଜାତୀୟସ୍ତରର ପ୍ରଶିକ୍ଷକଙ୍କଠାରୁ ପ୍ରଶିକ୍ଷଣ ନେଇଛନ୍ତି ୧୨୦ ମହିଳା ଖେଳାଳିଙ୍କ ସମେତ ୬୮୦ ଖେଳାଳି
ମେରାମଣ୍ଡଳୀ, ନଭେମ୍ବର ୧୪, ୨୦୨୫: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) । ଦ୍ବାରା ତୃଣମୂଳସ୍ତରରେ ଖେଳ ପ୍ରତିଭାକୁ ପ୍ରୋତ୍ସାହନ ପାଇଁ କରାଯାଥୁବା ନିରନ୍ତର ପ୍ରୟାସ ଯୋଗୁ ଜାତୀୟ ତୀୟସ୍ତରରେ ପହଞ୍ଚି ପାରିଛନ୍ତି ଟାଟା ଷ୍ଟିଲ ମେରାମ (ମଣ୍ଡଳୀର ଆଖପାଖ ଗ୍ରାମାଞ୍ଚଳର ଖେଳାଳି। ୬୯ତମ ସ୍କୁଲ୍ ଗେମ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସଜିଏଫ୍ଆଇ) ନ୍ୟାସନାଲ୍ ଚ୍ୟାମ୍ପିଅନସିପ୍ ୨୦୨୫-୨୬ରେ ଖେଳିବା ପାଇଁ ଇଁ ଢେଙ୍କାନାଳ ଜିଲ୍ଲାରେ ଥିବା ଟିଏସଏଫ୍ର ଗ୍ରାସରୁତ୍ୱ ସେଣ୍ଟର ଓ ଯୁବ ବିକାଶ କେନ୍ଦ୍ରର ୫ଜଣ ମନୋନୀତ ହୋଇଛନ୍ତି। ଏହି ପ୍ରଶିକ୍ଷିତ ଯୁବ ଭଲିବଲ୍ ଖେଳାଳିମା ଳାଳିମାନେ ଜାତୀୟ ମଞ୍ଚରେ ଓଡ଼ିଶା ପାଇଁ ପ୍ରତିନିଧୁତ୍ଵ । କରିବା ପାଇଁ ସୁଯୋଗ ପାଇଛନ୍ତି।ଏହି ଖ୍ୟାତିସମ୍ପନ୍ନ ଏସଜିଏଫ୍ ଆଇ ଚାମ୍ପିୟନସିପରେ ୧୭ ବର୍ଷରୁ କମ୍ ବର୍ଗରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି I ଏହି ବର୍ଗର ପିଲାଙ୍କ ପାଇଁ ସ୍କୁଲ ନ୍ୟାସନାଲ ଭଲିବଲ୍ ଚାମ୍ପିୟନସିପ ନଭେମ୍ବର ୧ ୧୧ରୁ ୧୫ ତାରିଖ ଯାଏ ଉତ୍ତରପ୍ରଦେଶର ବରେଲିଠାରେ ଚଳୁଛି। ସେହିପରି ୧୯ ବର୍ଷରୁ କମ୍ ବର୍ଗରେ ଓଡ଼ିଶାକୁ ପ୍ରତିନିତ୍ବ କରିବା ପାଇଁ ଜଣେ ମନୋନୀତ ହୋଇଛନ୍ତି। ସେ ମଧ୍ୟପ୍ରଦେଶର ଗୋଦାରୱାରରେ ନଭେମ୍ବର ୧୩ ରୁ ୧୭ ଯାଏ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି।ଢେଙ୍କାନାଳ ନାଳ ଓ ଅନୁଗୁଳ ଜିଲ୍ଲାର ଏକାଧିକ କ୍ରୀଡାବିତ ଏହି ଜାତୀୟସ୍ତରର ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ୧୭ ବର୍ଷରୁ କମ୍ ମହିଳା ଟିମ୍ ରେ ଚ୍ ରହିଛନ୍ତି ପାଇକ ଇକ ପୁରୁଣା ରୂଣା କୋଟର ରିଙ୍କି ସାହୁ, ତାଳବହଲର ରୋଜାଲିନ୍ ନାଏକ ଓ ବାଦିବାହାଳର ବିଦୁସ୍ମିତ ନାଏକ I ସେହିପରି ୧୭ ବର୍ଷରୁ କମ୍ ପୁରୁଷ । ଟିମରେ ସ୍ଥାନ ପାଇଛନ୍ତି ପାଇକ ପୁରୁଣା କୋଟର ଶୁଭଦୀପ ବେହେର I ୧୯ ବର୍ଷରୁ କମ୍ ବର୍ଗରେ ଚରଡଗାଡ଼ିଆର ସୌମ୍ୟରଞ୍ଜନ ସାମଲଙ୍କୁ ସ୍ଥାନ ମିଳିଛିଦୁଇ ଦୁଇ ଥର ଜାତୀୟ ଚାମ୍ପିୟନସିପରେ ଅନାୟକତ୍ଵ କରିଥିବା ରିଙ୍କି ସାହୁ କହିଛନ୍ତି, “ଏହା ମୋ ପାଇଁ ସ୍ବପ୍ନ ସତ ହେବା ଭଳି ହେବା ମହୁର୍ଭା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ରେ ପ୍ରଶିକ୍ଷଣ ମୋର ଆତ୍ମବିଶ୍ବାସ ବଢାଇବ ସହ ଅନୁଶାସନ ଶିଖାଇଛି I ମୋ ଗାଁ ଓ ଶିକ୍ଷକମାନଙ୍କୁ ଗର୍ବିତ କରିବା ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟ। କରିବି।”୨୦୨୨ ମସିହାରୁ ୮ ରୁ ୧୨ ବର୍ଷ ବୟସର ପିଲାଙ୍କ ପ୍ରଶିକ୍ଷଣ ପାଇଁ ଟିଏସଏଫ୍ ଗ୍ରାସରୁତ୍ୱ ସେଣ୍ଟର ଓ ୧୩ରୁ ୧୬ବର୍ଷ ପିଲାଙ୍କ ପାଇଁ ଯୁବ ବିକାଶ କେନ୍ଦ୍ର ଆରମ୍ଭହୋଇଛି। ଗ୍ରାମୀଣ ଇଲାକାରୁ ଖେଳ ପ୍ରତିଭା । ଚିହ୍ନଟ କରିବା ଓ ସେମାନଙ୍କୁ ପ୍ରଶିକ୍ଷଣ କରିବା ପାଇଁ ଏହି ସେଣ୍ଟର ନିରନ୍ତର ପ୍ରଚେଷ୍ଟା ଚାଲିଛି ଲିଛି। ଏଠାରେ ବ୍ୟବସ୍ଥିତ ପ୍ରଶିକ୍ଷଣ ସହ ଖେଳାଳିଙ୍କୁ ପୋଷଣ ଓ ଫିଟନେସ୍ ଉପରେ ପରାମର୍ଶ ଦିଆଯାଉଛି। ଏବେସୁଦ୍ଧ ଏହି ପଦକ୍ଷେପ ଜରିଆରେ ୬୮୦ ଖେଳାଳିଙ୍କୁ ପ୍ରଶିକ୍ଷିତ କରାଯାଇଛି, ଯେଉଁଥିରେ ୧୨୦ ଜଣ ମହିଳା କ୍ରୀଡାବିତ ରହିଛନ୍ତି I ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ଖେଳାଳି ଜାତୀୟସ୍ତରର ଟୁର୍ନାମେଣ୍ଟ ଦୁଇ ଜଣ ଖେଳାଳି ଜୁନିଅର ଇଣ୍ଡିଆ କ୍ୟାମ୍ପରେ ସ୍ଥାନ ପାଇଛନ୍ତି। ଖେଳି ପାରିଛନ୍ତି ଏବଂଖେଳାଳିମାନଙ୍କ ଏହି ସଫଳତା ହିଁ ପ୍ରମାଣିତ କରୁଛି ଯେ, ଆବଶ୍ୟକ ସୁଯୋଗ ଓ ମାର୍ଗଦର୍ଶନ ମିଳିଲେ ଗାଁ ଗହଳିର ପ୍ରତିଭା ମଧ୍ଯ ଜାତୀୟ ମଞ୍ଚର ତାରକା ଭାବେ ଉଦ୍ଭାସିତ ହୋଇପାରିବେ।



