ଆଦର୍ଶ ଶିକ୍ଷକ ଗଣନାଥ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି
ଆଳି ____ ଆଳି ବ୍ଳକ ଅନ୍ତର୍ଗତ ପାଳିମି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଗଣନାଥ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍ବପ୍ନେଶ୍ଵର ମହାଦେବଙ୍କ ମନ୍ଦୀର ସନ୍ନିକଟ ପଡ଼ିଆରେ ଏକ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପସଭାପତି ଭୀଷ୍ମ ମହାନ୍ତି, ପଞ୍ଚାୟତ ସମିତି ର ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ସୁଶାନ୍ତ କୁମାର ମିଶ୍ର, ଶିକ୍ଷକ ଗୋପିନାଥ ଦାଶ, ଗୁଣନିଧି ଦାଶ, ପୃର୍ବତନ ସରପଞ୍ଚ ଅଟଳ ବିହାରୀ ନାୟକ,ପ୍ରବୋଧ ସାମଲ, ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆ, ସାମ୍ବାଦିକ ସରୋଜ କୁମାର ସାହୁ, ଅମ୍ବିକା ପ୍ରସାଦ ସାମଲ, ପ୍ରଫୁଲ୍ଲ କୁମାର ସାମଲ,ନିଖିଳ ସାମଲ, ସୁରେଶ ଚନ୍ଦ୍ର ଯେନା, ଶରତ ନାୟକ, ମତ୍ସ୍ୟ ନିଗମର ପୃବତନ ଅଧ୍ୟକ୍ଷ ଶିଶିର ନାୟକ,ଗଦାଧର ପଢ଼ିଆରି, ପ୍ରଧାନ ଶିକ୍ଷୟିତ୍ରୀ ନମିତା ସାମଲ, ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗଣନାଥ ସାମଲଙ୍କ ଉପରେ ବହୁ କଥା ଆଲୋକ ପାତ କରିଥିଲେ।ପୁତ୍ର ଜ୍ଞାନେନ୍ଦ୍ର ସାମଲ, ଧର୍ମେନ୍ଦ୍ର ସାମଲ,ନାତି ଇଞ୍ଜିନିୟର ତୁଷାର ସାମଲ ପ୍ରମୁଖ ସହଯୋଗ କରିଥିଲେ।




1 Comment
https://shorturl.fm/fTRyR