ରୁଷ : ରୁଷର ଇଭାନୋଭୋ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଚାଳକ ଦଳର ୭ ଜଣ ସଦସ୍ୟ ରହିଥିଲେ । ଏହି ବିମାନଟି ରୁଷର ରକ୍ଷା ମନ୍ତ୍ରଣାଳୟର ରହିଥିବା ଖବର ମିଳିଛି ଇଭାନୋଭୋର ରୁଷର ଏକ ବଡ଼ ସହର । ଏହା ମସ୍କୋ ଠାରୁ ୨୫୪ କିମି ଉତ୍ତର ପୂର୍ବରେ ଅବସ୍ଥିତ । ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ ।An-22 ବିମାନ ଦୁନିଆର ସବୁଠୁ ବଡ ଟର୍ବୋପ୍ରୋପ୍ ବିମାନ । ଏହି ବିମାନ ଇନ୍ଧନ ବଞ୍ଚାଇବା ସହିତ ବହୁତ ଓଜନର ଜିନିଷ ଉଠାପାରେ । ଏହି ବିମାନ ଅଧିକାଂଶ କାର୍ଗୋ, ମିଲିଟ୍ରି ଟ୍ରାନ୍ସପୋର୍ଟ ପାଇଁ ବ୍ୟବହାର ହୁଏ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

