ଢେ଼ଙ୍କାନାଳ ରେ ଧନୁ ସଂକ୍ରାନ୍ତି ପାଇଁ ଧନୁ ମୁଁଆ ର ପସରା ଖୋଲିଛି।ଢେ଼ଙ୍କାନାଳ ରେ ଧନୁ ସଂକ୍ରାନ୍ତି ପାଇଁ ଧନୁ ମୁଁଆ ର ପସରା ଖୋଲିଛି। ଏହି ଧନୁ ମୁଁଆ ଖଇ ଗୁଡ଼ ନଡ଼ିଆ ବାଦାମ କାଜୁ ଓ ବିଭିନ୍ନ ମସଲା ଦିଆ ଯାଇ ଧନୁ ମୁଁଆ ପ୍ରସ୍ତୁତ କରାଯାଏ । ଢେଙ୍କାନାଳ ଲକ୍ଷ୍ମୀ ବଜାର ଗଣେଶ୍ୱର ବେହେରା ଦୀର୍ଘ ୧୦ ବର୍ଷ ହେବ ଧନ ମୁଁଆ ବରଗଡ଼ ଆସ୍କା ରୁ ଆସି ଏହି ଧନୁ ମୁଁଆ ବିକ୍ରି ହେଉଛି।୧୦ ଟଙ୍କା ରୁ ଆରମ୍ଭ ହୋଇ ୨୦୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

